Home ରାଜ୍ୟ ପୁଣି ରାଜ୍ୟକୁ ଲେଉଟିଲା ଶୀତ; ଆହୁରି ୪୮ ଘଂଟା ଲାଗି ରହିବ ଶୀତ !

ପୁଣି ରାଜ୍ୟକୁ ଲେଉଟିଲା ଶୀତ; ଆହୁରି ୪୮ ଘଂଟା ଲାଗି ରହିବ ଶୀତ !

ଭୁବନେଶ୍ୱର: ପୁଣି ରାଜ୍ୟକୁ ଲେଉଟିଲା ଶୀତ । ଶୀତରେ ଅସ୍ତବ୍ୟସ୍ଥ କରୁଛି ରାଜ୍ୟବାସୀଙ୍କୁ । କନ୍ଧମାଳରେ ସର୍ବନିମ୍ନ ତାପମାତ୍ରା ୪ ଡ଼ିଗ୍ରୀ ଖସିଥିବା ବେଳେ ଆହୁରୀ ୪୮ ଘଂଟା ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଏଥି ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ଏହାସହ ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ତୁଷାରପାତ ହୋଇଥିଲା ।