ନବରଙ୍ଗପୁର: ରାସ୍ତା ପାଇଁ ରାସ୍ତାରୋକ । ନବରଙ୍ଗପୁର ଜିଲ୍ଲା ତେନ୍ତୁଲିଖୁଣ୍ଟି ବ୍ଲକ୍ ନରସିଂହାଗୁଡ଼ା ଠାରୁ ଚରାମୁଳା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ ଆନ୍ଦୋଳନ ହୋଇଛି । ଆଜି ଆଦିବାସୀ କଂଗ୍ରେସ ପକ୍ଷରୁ ତେନ୍ତୁଲିଖୁଣ୍ଟା ବ୍ଲକ୍ କୁର୍ମାକୋଟ ଛକ ଠାରେ ରାସ୍ତାକୁ ଅବରୋଧ କରିଥିଲେ ଆନ୍ଦୋଳନକାରୀ । ଦୀର୍ଘ ଦିନରୁ ରାସ୍ତା ମରାମତି ହୋଇନଥିବାରୁ ଯାତ୍ରୀମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଗାଁ ସରପଂଚଙ୍କ ଠାରୁ ଅରମ୍ଭ କରି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କøଣସି ସୁଫଳ ମିଳିନାହିଁ । ତେବେ ଏହାର ପ୍ରତିବାଦରେ ଏହି ଆନ୍ଦୋଳନ ଡ଼ାକରା ଦିଆଯାଇଥିବା ସୂଚନା ମିଳିଛି । ଯଦି ପ୍ରଶାସନ ତୁରନ୍ତ ଏହାକୁ କାର୍ଯ୍ୟକାରୀ ନକରନ୍ତି ତେବେ ଆନ୍ଦୋଳନକୁ ଜୋରଦାର କରିବା ନେଇ ଚେତାବନୀ ଦେଇଛନ୍ତି ।
ନବରଙ୍ଗପୁର ନରସିଂହାଗୁଡ଼ା ଠାରୁ ଚରାମୁଳା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ଦାବିରେ ରାସ୍ତାରୋକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
