ମୋହନା : ସ୍ୱାମୀ ପାଲଟିଆ ନରରାକ୍ଷସ । ଭୁଲିଗଲା ନିଜର ହିତାଧିଜ୍ଞାନ । ଫଲରେ ସ୍ତ୍ରୀକୁ ଟାଙ୍ଗିଆରେ ହତ୍ୟା କଲା । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତେି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କ୍ରିଡାସିଂ ଗାଁରେ । ମୃତ ମହିଳା ଜଣଙ୍କ ହେଲେ କ୍ଷୀର ରଣଷଣ୍ଢ । ଅଭିଯୁକ୍ତ ସଦ୍ୱାମୀ ହେଲେ କୋରା ରଣଷଣ୍ଢ । ସେପଟେ ଘଟଣାର ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଜବତକରିବା ସହ ଅଭିଯୁକ୍ରଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ତାହାସହିତ ତଦନ୍ତ ଚଳାଇଛି ପୁଲିସ । ଅନ୍ୟପଟେ ପରିବାର କଳହକୁ ନେଇ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ହାଣିଥିବା ଅଭିଯୋଗ ହୋଇଛି ।
ସ୍ୱାମୀ ନୁହେଁ ତ ନରରାକ୍ଷସ , ସ୍ୱାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ !
- Advertisement -
Stay Connected
Comment
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.