ଦିଲ୍ଲୀ : ପଶ୍ଚିମ ଦିଲ୍ଳୀରେ ହୁତୁ ହୁତୁ ହୋଇ ଜଳିଗଲା ଗ୍ରିଣ୍ଟିଂ ଫ୍ୟାକ୍ଟ୍ରି । ସକାଳ ପ୍ରାୟ ୭ଟା ୧୫ ବେଳ ଏହି ଅଗ୍ନିକାଣ୍ଡ ଘଟିଯାଇଛି । ସୂଚନା ପାଇ ଅଗ୍ନିଶମ ବିଭାଗର ୨୦ ଟି ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲା । ତେବେ ଏହି ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ଏହିଭଳି ଭାବେ ଲଗାତାର ୩ ଦିନ ଧରି ଦିଲ୍ଲୀରେ ଅଗ୍ନିକାଣ୍ଣ ଘଟି ଚାଲିଛି । ମଙ୍ଗଳବାର ଦିନ ଏକ ହୋଟେଲରେ ନିଆଁ ଲାଗି ୧୭ ଜଣ ପ୍ରାଣ ହରାଇଥିବା ବେଳେ ଗତକାଲି ପଶ୍ଚିମପୁରୀ ଅଂଚଳରେ ସଟ ସର୍କିଟରୁ ନିଆ ଲାଗି ୨୫୦ ଘର ପୋଡିଯାଇଥିଲା । ତେବେ ବାରମ୍ବାର ନିଆଁ ଲାଗିବାରୁ ତଦନ୍ତ ହେବାର ଆବଶ୍ୟକ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।
ଗ୍ରିଣ୍ଟିଂ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ !
Leave a Comment
Leave a Comment
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
