Home ରାଜ୍ୟ ତଳନଗର ଗ୍ରାମରେ ଅଗ୍ନିକାଣ୍ଡ , ୪ ବଖରା ଘର ଭସ୍ମୀଭୂତ !

ତଳନଗର ଗ୍ରାମରେ ଅଗ୍ନିକାଣ୍ଡ , ୪ ବଖରା ଘର ଭସ୍ମୀଭୂତ !

138


ବାଲେଶ୍ବର ଜିଲ୍ଲା ସୋର ଥାନା ତଳନଗର ଗ୍ରାମରେ  ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଛି । ତେବେ ଏହି ଅଗ୍ନକାଣ୍ଡରେ ରାମସ ସିଂ ଙ୍କର ୪ ବଖରା ଘର ଭସ୍ମୀଭୂତ ହୋଇଯାଇଛି । ଫଳରେ ରାମ ସିଂ ଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି ।ଏହି ଅଗ୍ନିକାଣ୍ଡ କୁ ଆଖପାଖର ଲୋକ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀ ମିଶି ନିଆଁକୁ ଆୟତ କରିଥିବା ଜଣାପଡିଛି ।