ଭୁବନେଶ୍ୱର: ମାଡି ଆସୁଛି ବାତ୍ୟା ‘ପେଥାଇ’ । ତେବେ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବାର ସମ୍ଭବାନା ରହିଛି । ଯେଉଁ କାରଣରୁ ଚିନ୍ତାରେ ଚାଷୀପୁଅ । ତେବେ ବର୍ଷା ପାଇଁ କେଉଁଠି ଚାଷୀପୁଅ ଜମିରୁ ଧାନ ଆଣୁଛି ତ ଆଉ କେଉଁଠି ଅମଳ ହୋଇଥିବା ଧାନକୁ ଥଇଥାନ ପାଇଁ ଅଣ୍ଟା ଭିଡିଛି । ଯଦି ବର୍ଷା ଦୁଇଟୋପା ହୋଇଯାଏ ତାହେଲେ ଅମଳ ହୋଇଥିବା ଧାନ ସବୁ ପାଣିରେ ଭାସି ଯିବ । ଆଉ ଚାଷୀପୁଅର ଉଜୁଡି ଯିବ ଧନଜୀବନ । ଏହି ଚାଷ କରିବା ପାଇଁ କେତେ ଯେ ଚାଷୀ ପୁଅ ନିଜର ମୁଣ୍ଡ ଝାଳ ତୁଣ୍ଡରେ ମାରି ଫସଲକୁ ବଢାଇଛି ତାହା କଳ୍ପନା କରିହେବ ନାହିଁ । ସେପଟେ ବର୍ଷାକୁ ନେଇ ଚିନ୍ତାରେ ସମୂଦ୍ରକୂଳିଆ ଅଂଚଳ ପୁରୀ ଜିଲ୍ଲା ଅସ୍ତରଙ୍ଗ ଚାଷୀ । କେତେକ ଚାଷୀମାନେ ଧାନକୁ କାଟି ଘରକୁ ଆଣିବା ପାଇଁ ଚେଷ୍ଟା ଚଳାଇଛି ତ ଆଉ କିଏ ଟ୍ରାକ୍ଟରରେ ଲଦି ଖଳାକୁ ଆଣୁଛି । ତେବେ ଖାଲି ସେତିକି ନୁହେଁ ବର୍ଷା ହେବା ଦ୍ୱାରା ଧାନ ସହିତ ପରିବା ଫସଲ ମଧ୍ୟ ନଷ୍ଟ ହୋଇଯିବ । ଯାହା ପାଇଁ ଅସ୍ତରଙ୍ଗର ବହୁଚାଷୀ ମନରେ ଛନକା ପଶିଛି । ସେପଟେ କେନ୍ଦ୍ରୁଝରର ଭାତହାଣ୍ଡି କୁହାଯାଉଥିବା ହାଟଡିହି ଅଂଚଳରେ ମଧ୍ୟ ବର୍ଷା ଆତଙ୍କ ଦେଖିବାକୁ ମିଳିଛି । ହେଲେ ଏଠାରେ ସମସ୍ୟା ଟିକି ଭିନ୍ନ ପ୍ରକାର। ତେବେ ବର୍ଷା ଆସୁଥିବା ବେଳେ ଏଯାଏଁ ବ୍ଲକରେ ସରକାରୀ ମଣ୍ଡି ଖୋଲିନାହିଁ । ଫଳରେ ଶାସଙ୍ଗ ଗାଁର ଚାଷୀ ଅମଳ ଧାନକୁ ଖୋଲା ଆକାଶ ତଳେ ରଖି ମଣ୍ଡିକୁ ଅପେକ୍ଷା କରିଛନ୍ତି । ବର୍ଷା ଆଗରୁ ମଣ୍ଡି ନଖୋଲିଲେ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତବାନୀ ଦେଇଛନ୍ତି ।
ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- Advertisement -
Stay Connected
Comment
- macrobid antibiotic for ear infection on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- lasix medicine for heart on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- lasix 40 mg buy online on ସାରା ରାଜ୍ୟରେ ଏସ୍ମାକୁ ମାନିଲେନି ଡାକ୍ତର, ପୂର୍ବବତ୍ ଦୁଇଘଣ୍ଟିିଆ ଓପିଡି ବନ୍ଦ
- augmentin antibiotico on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- lasix pill 40 mg on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ

Доброго!
Долго не спал и думал как поднять сайт и свои проекты и нарастить ИКС Яндекса и узнал от крутых seo,
крутых ребят, именно они разработали недорогой и главное продуктивный прогон Хрумером – https://www.bing.com/search?q=bullet+%D0%BF%D1%80%D0%BE%D0%B3%D0%BE%D0%BD
Многоуровневый линкбилдинг создает устойчивую ссылочную сеть. Линкбилдинг блог курс показывает эффективные методы. Линкбилдинг мы предлагаем клиентам с разными целями. Контент маркетинг линкбилдинг повышает естественность ссылочного профиля. Естественный линкбилдинг повышает доверие поисковых систем.
seo новички, продвижение сайтов купите, линкбилдинг интернет магазина
Программное обеспечение для постинга, пример seo текстов, сео город
!!Удачи и роста в топах!!
строительство домов из клееного бруса
дома из клееного бруса проекты и цены
дом из клееного бруса купить
Your style is very unique compared to other folks I’ve read stuff
from. I appreciate you for posting when you’ve got the opportunity, Guess I’ll just book mark this
site. https://tichmarifa.blogspot.com/2025/08/blog-post.html
клееный брус дома
https://vauhtikasinot.com/
https://princesscasino-de.com/
https://posido-fi.com/
https://bizzzocasino.com/
https://paypalkasinot.com/
https://bizzocasinosi.com/
https://pay-n-play.org/
https://casinomiteurolizenz.com/
https://casinosonlineuruguay.org/
https://toppikakasino.com/
https://frumzi-italia.com/
https://frumzi-gr.com/
https://casinolysti.com/
https://bonanza-sweet.org/
https://1gocasinode.com
https://spinsamuraispins.com/
https://lollybet-fr.com
https://kingmakerbonus.com/
https://kingmakercasino77.com
https://zimplernettikasinot.com
https://casinosbizum.com/
https://astropaycasino.net/
https://zoomebonuses.com/
https://tcl99casinoonline.com/
https://rocketcasino77.info
https://frumzi-el.com
https://spinfever-online.com/
https://locowin-777.com
https://hellspinkasino.com/
https://amunracasino22.com/
https://energycasino7.com/
https://f1-kasyno.com/
https://f1casinode.com/
https://zoome-bonus.com/
https://revolutioncasino99.com/
https://astropaycasino.net/
https://pokiespinsbonus.com/
https://rickybonus.info/
https://richard-pokies.link/
https://bonzaspinsonline.com/
https://nyedanskecasinoer.com
https://kingjohnniebonus.link/
https://joker-8-casino.com/
Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.