କେନ୍ଦ୍ରାପଡା: ବିଜ୍ଞାନ ପଦ୍ଧତିରେ ଚୋରି । ଚୋରି କରିଥିବା ଚୋର ପୁଲିସ ହାତରେ ଗିରଫ ହୋଇଛି । ଏଭଳି ଘଟଣା ଘଟିଥିଲା କେନ୍ଦ୍ରାପଡା ଜିଲ୍ଲା ପଳାସପୁର ଗ୍ରାମରେ । ଗିରଫ ହୋଇଥିବା ଚୋର ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ପଳାସପୁର ଗ୍ରାମର ରଶ୍ମିରଞ୍ଜନ ସାମନ୍ତରାୟ । ସୂଚନା ମୁତାବକ, କେନ୍ଦ୍ରାପଡା ଜିଲ୍ଲା ପଳାସପୁର ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ଘରୁ ଚୋରି ହୋଇଥିଲା । ତେବେ ସେହି ଗ୍ରାମର ପ୍ରଦୀପ ମଳିକଙ୍କ ଘରକୁ ଚୋର ବାହାର ପଟୁ ତାଲା ପକାଇବା ସହ ଝରକା ତାଡି ପରିବାର ଲୋକଙ୍କ ଉପରେ ରାସାୟନିକ ପଦାର୍ଥ ପକାଇ ଅଚେତ କରିଦେଇଥିଲା । ଫଳରେ ସମସ୍ତେ ଅଚେତ ହୋଇପଡିଥିଲେ । ଏହାର ସୁଯୋଗ ନେଇ ରଶ୍ମୀ ଘରୁ ୩୦ ହଜାର ଟଙ୍କା ଦୁଇଟି ସୁନା ଚେନ ସମେତ ଅନ୍ୟାନ ଘରକରଣା ସାମଗ୍ରୀ ଲୁଟି ନେଇଥିଲା । ଅନ୍ୟପଟେ ତାପରଦିନ ସକାଳୁ ପରିବାର ସମସ୍ତଙ୍କର ନିଦ ଭାଙ୍ଗିପରେ ସବୁକିଛି ଚୋର କଳାକନା ବୁଲାଇ ଚାଲିଯାଇଥିବା ଜାଣିପାରିଥଲେ । ତେବେ ଏହି ଘଟଣା ସମ୍ପର୍କରେ ମାର୍ସାଘାଇ ପୁଲିସକୁ ଖବର ଦେଇଥିଲେ । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ନାଲି ଗାମୁଛା ଜବତ କରିଥିଲା । । ରଶ୍ମିରଞ୍ଜନ ଗ୍ରାମରୁ ଦୌଡିପଳାଇବା ସମୟରେ ଗ୍ରାମବାସୀ କାବୁ କରି ପୁଲିସର ଜିମା ଦେଇଥିଲେ । ଅଧିକ ତଦନ୍ତ ପାଇଁ ସନ୍ଧାନୀ କୁକୁର ସହ ପଳାସପୁର ଗ୍ରାମରେ ପହଞ୍ଚିଛି।
ବିଜ୍ଞାନ ପଦ୍ଧତିରେ ଚୋରି , ରାସାୟନିକ ପଦାର୍ଥ ଛିଞ୍ଚି ଝରକା ତାଡି ଲୁଟିନେଇଥିଲା ସମ୍ପତ୍ତି ,ଚୋରକୁ ଗିରଫ କଲା ପୁଲିସ !
- Advertisement -
Stay Connected
Comment
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.