ଭୁବନେଶ୍ୱର : ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବସ୍ଷ୍ଟାଣ୍ଡରୁ ସୋମବାର ସକାଳେ ପୋଲିସ ଏକ ମାଓବାଦୀ ପୋଷ୍ଟର ଜବତ କରିଛି। ଉକ୍ତ ପୋଷ୍ଟରରେ ଏମ୍ସ ଛାତ୍ର ସୋହେଲ ଆଜ୍ମଲ କାଟାରିଆଙ୍କ ନିଖୋଜ ସମ୍ପର୍କରେ ଲେଖାଯାଇଛି। ଏଥିସହ ସିପିଆଇ ମାଓବାଦୀ ନେତା ସବ୍ୟସାଚୀ ମହାପାତ୍ରଙ୍କୁ ତୁରନ୍ତ ଜେଲରୁ ମୁକୁଳାଇବା ପାଇଁ ଦାବି ହୋଇଛି। ତାଙ୍କୁ ନ ଛାଡିଲେ ସୋହେଲଙ୍କୁ ଜୀବନରୁ ମାରିଦେବାକୁ ପୋଷ୍ଟରରେ ଧମକ ଦିଆଯାଇଛି। ପୋଷ୍ଟରକୁ ଜବତ କରିବା ପରେ ଛାନଭିନ୍ ଚଳାଇଛି କମିଶନରେଟ ପୋଲିସ। ଏ ନେଇ ଏକ ଖବରତାଦା ସମ୍ମଳନୀ ଡକାଯାଇଛି।
ଭୁବନେଶ୍ୱର ବରମୁଣ୍ଡା ବସ୍ଷ୍ଟାଣ୍ଡରେ ସିପିଆଇ ମାଓବାଦୀ ପୋଷ୍ଟର
- Advertisement -
Stay Connected
Comment
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.