Home ରାଜ୍ୟ ସୁବାସ ଚୌହାନଙ୍କ ପରଲୋକ

ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ୱର – ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ଅଧ୍ୟକ୍ଷ ସୁବାସ ଚୌହାନଙ୍କର ପରଲୋକ ଘଟିଛି । ଦୀର୍ଘ ଦିନ ଧରି ସେ ଲିଭର କ୍ୟାନସର ରେ ପିଡ଼ିତହୋଇ ରାଜଧାନୀର ଏକ ଘରୋଇ ହସପିଟାଲ ରେ ଚିକିତ୍ସାଧିନ ଥିଲେ । କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁ ରେ ଭର୍ତି କରାଯାଇଥିଲା । ଓଡ଼ିଶା ସମାଚାର