Home ରାଜ୍ୟ ବିଜେପି ଛାଡିଲେ ସୁବାସ ଚୌହାନ

ବିଜେପି ଛାଡିଲେ ସୁବାସ ଚୌହାନ

ରାଜ୍ୟ ନେତୃତ୍ୱ ଙ୍କ ସହ ମତଭେଦ ଓ କେନ୍ଦ୍ରମନ୍ତ୍ରୀ ଙ୍କ ବିରୋଧରେ ବୟାନବାଜି ପରେ ଶେଷରେ ବିଜେପିରୁ ଇସ୍ତଫା ଦେଇଛନ୍ତି ରାଜ୍ୟ ଉପସଭାପତି ସୁବାସ ଚୌହ୍ୱାନ।ଟିକେଟ ବଣ୍ଟନକୁ ନେଇ ସମସ୍ତ ଦଳରେ ଅସନ୍ତୋଷଙ୍କ ସଂଖ୍ୟା ବଢିବାରେ ଲାଗିଛି । ବରଗଡ଼ ଲୋକସଭା ଆସନରୁ ସୁବାସଙ୍କ ଟିକେଟ୍ କଟିବା ପରେ ସେ ଗତକାଲି ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁରରୁ ନିର୍ବାଚନ ଲଢ଼ିବାକୁ ଆହ୍ୱାନ କରିଥିଲେ ।