ଭୁବନେଶ୍ବର: ଆଜି ୫-ଟି ସଚିବ ଭି.କେ.ପାଣ୍ଡିଆନ ଓ ଉନ୍ନୟନ କମିସନର ସୁରେଶ ମହାପାତ୍ର ତିନିଟି ଜିଲ୍ଲାର କୋଭିଡ୍ ହସ୍ପିଟାଲ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିବା ଜଣାଯାଇଛି।
ଆଜି ପ୍ରଥମେ କୋରାପୁଟ ଜିଲ୍ଲା ଗସ୍ତରେ ଉନ୍ନୟନ କମିଶନର ସୁରେଶଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭିକେ ପାଣ୍ଡିଆନ ଆସିଥିଲେ। ଆଜି ସକାଳ ସାଢ଼େ ୯ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ଦୁଇ ସଚିବ ଜୟପୁରରେ ପହଞ୍ଚି ପ୍ରଥମେ କୋଭିଡ୍ ହସ୍ପିଟାଲ ଗସ୍ତ କରି ସମୀକ୍ଷା କରିଥିଲେ। ଏପରିକି ବେଡ଼ ବ୍ୟବସ୍ଥା ଠାରୁ ଆରମ୍ଭ କରି ଭେଣ୍ଟିଲେଟର, ଆଇସିୟୁ ଆଦି ସମସ୍ତ କକ୍ଷ ବୁଲି ଦେଖିବା ସହ ଉପସ୍ଥିତ ମେଡିକାଲ ଅଧିକାରୀ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ମାଲକାନଗିରି ଅଭିମୁଖେ ଯାଇଥିଲେ। ଜୟପୁର କୋଭିଡ୍ ହସ୍ପିଟାଲରେ ୧୫୦ ଶଯ୍ୟା ଓ ୪ଟି ଆଇସିୟୁ ରହିଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.