Home ରାଜ୍ୟ ଓଡ଼ିଶାରେ ନିର୍ବାଚନ କେବେ କେଉଁଠି ? ଆସନ୍ତୁ ଜାଣିବା ।

ଓଡ଼ିଶାରେ ନିର୍ବାଚନ କେବେ କେଉଁଠି ? ଆସନ୍ତୁ ଜାଣିବା ।

174

ଭୁବନେଶ୍ୱର: ଏଥର ଓଡ଼ିଶାରେ ୪ଟି ପର୍ୟ୍ୟାୟରେ ଭୋଟ ଗ୍ରହଣ ହେବ  । ନିର୍ବାଚନ କମିଶନ ଏହି ଘୋଷଣା କରିଛନ୍ତି  । ଅପ୍ରେଲ ୧୧, ୧୮, ୨୩ ଓ ୨୯ରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବ  । ଅପ୍ରେଲ ୧୧ :  କଳାହାଣ୍ଡି : ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲା ନବରଙ୍ଗପୁର : ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ଼, ମାଲକାନାଗିରି, ଚିତ୍ରକୋଣ୍ଡା ବ୍ରହ୍ମପୁର : ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି କୋରାପୁଟ : ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟାଙ୍ଗୀ   ଅପ୍ରେଲ ୧୮ : ବରଗଡ଼ ଲୋକସଭା : ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ା ସୁନ୍ଦରଗଡ଼ ଲୋକସଭା : ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ଆସ୍କା : ପୋଲସରା, କବିସୂର୍ୟ୍ୟନଗର, ଖଲିକୋଟ, ଆସ୍କା, ସୁରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି କନ୍ଧମାଳ : ବାଲିଗୁଡ଼ା, ଜି ଉଦୟଗିରି, ଫୁଲବାଣୀ, କଂଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବଲାଙ୍ଗୀର : ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଂଟାବାଞ୍ଝୀ ଅପ୍ରେଲ ୨୩ : ସମ୍ବଲପୁର ଲୋକସଭା : କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ଛେଣ୍ଡିପଦା, ଆଠମଲ୍ଲିକ କେନ୍ଦୁଝର ଲୋକସଭା : ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ ଢେଙ୍କାନାଳ : ଢେଙ୍କାନାଳ, ହିନେ୍ଦାଳ, କାମାକ୍ଷାନଗର, ପରଜଙ୍ଗ, ପାଳଲହଡ଼ା, ତାଳଚେର, ଅନୁଗୁଳ କଟକ : ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର, ଖଣ୍ଡପଡ଼ା ପୁରୀ : ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର, ନୟାଗଡ଼ ଭୁବନେଶ୍ୱର : ଜୟଦେବ, ଭୁବନେଶ୍ୱର ମଧ୍ୟ, ଭୁବନେଶ୍ୱର ଉତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଅପ୍ରେଲ ୨୯ :  ମୟୂରଭଞ୍ଜ ଲୋକସଭା : ଯଶୀପୁର, ସାରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ଉଦଳା, ବାରିପଦା, ମୋରଡ଼ା ବାଲେଶ୍ୱର : ବଡ଼ସାହି, ଜଳେଶ୍ୱର, ଭୋଗରାଇ, ବସ୍ତା, ବାଲେଶ୍ୱର, ରେମୁଣା, ନୀଳଗିରି ଭଦ୍ରକ : ସୋରୋ, ସିମୁଳିଆ, ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି ଯାଜପୁର : ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା କେନ୍ଦ୍ରାପଡ଼ା : ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା ଜଗତସିଂହପୁର : ନିଆଳୀ, ପାରାଦୀପ, ତିର୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା