ବ୍ରହ୍ମଗିରି : ଆସନ୍ତାକାଲିଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚତୁର୍ଦ୍ଧା ମୂର୍ତ୍ତି ଅତ୍ୟଧିକ ସ୍ନାନ ପରେ ଜ୍ବରରେ ଆକ୍ରାନ୍ତ ହୋଇ ଅଣସର ପିଣ୍ତିକୁ ବିଜେ କରିଛନ୍ତି। ଅଣସର ପିଣ୍ତିକୁ ବିଜେ ସମୟରେ ଶ୍ରୀ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଉଭା ଅମାବାସ୍ୟା ପର୍ଯ୍ୟନ୍ତ ଅଲାରନାଥଙ୍କ ଅଣସର ଦର୍ଶନ ହୋଇଥାଏ। ଆସନ୍ତାକାଲି ଭୋର ଚାରିଟାରେ ମନ୍ଦିର ଖୋଲାଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ବାରପାଳ ପୂଜା, ବଲ୍ଲଭ ନୀତି ବଢି ସକାଳ ୬ଟାରୁ ସର୍ବସାଧାରଣ ଦର୍ଶନ ହେବ। ସୂର୍ଯ୍ୟପୂଜା, ରୋଷ ହୋମ ନୀତି ବଢି ମଧ୍ୟ୍ୟାହ୍ନ ୧୨ଟା ସୁଦ୍ଧା ସକାଳ ଧୂପ ବଢ଼ିବ। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଦ୍ବିପ୍ରହର ଧୂପ ନୀତି ବଢ଼ି ଶ୍ରୀଜିଉଙ୍କ ପହଡ଼ ନୀତି ବଢିବ। ମଧ୍ୟାହ୍ନ ସାଢେ ଗୋଟଏରୁ ପୁଣି ଥରେ ସର୍ବସାଧାରଣ ଦର୍ଶନ ଚାଲିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜିଠୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.