ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କି ଦୁଷ୍କର୍ମ ଓ ଯୌନ ପିଡ଼ିତାଙ୍କ ନାମ ଓ ପରିଚୟ ଏଣିକି ପ୍ରକାଶ କରାଯିବ ନାହିଁ । କୌଣସି ଗଣମାଧ୍ୟମ ପିଡ଼ିତାଙ୍କ ନାମ ପ୍ରଘଟ କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଜଷ୍ଟିସ୍ ମଦନ ବି ଲୋକୁର ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକାରର ମାମଲାରେ ଦାଏର କରାଯାଇଥିବା ଏଫଆଇଆର ଗୁଡ଼ିକୁ ମଧ୍ୟ ପୁଲିସ୍ ପବ୍ଲିକ୍ ଡୋମେନ୍ ରେ ପ୍ରକାଶ କରିବେ ନାହିଁ । ଏବଂ ଏହି ନିୟମଟି ନାବାଳିକାଙ୍କ କ୍ଷେତ୍ରରେ ଲାଗୁ ହେବ ।
ସୁପ୍ରମକୋର୍ଟଙ୍କ ନୂଆ ନିସ୍ପତି !
1 Comment
1 Comment

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.