Home ରାଜ୍ୟ ସିମୁଳିଆରୁ ଏଟିଏମ୍ ଭାଙ୍ଗି ତାଡ଼ି ଲୁଟିନେଲେ ଦୁର୍ବୃତ୍ତ !

ସିମୁଳିଆରୁ ଏଟିଏମ୍ ଭାଙ୍ଗି ତାଡ଼ି ଲୁଟିନେଲେ ଦୁର୍ବୃତ୍ତ !


ବାଲେଶ୍ୱର : ବାଲେଶ୍ୱର ସିମୁଳିଆ ଥାନା ଅର୍ନ୍ତଗତ ସାହୁଖୁର୍ଦ୍ଦା ଗ୍ରାମ ନିକଟରେ ଥିବା ଏକ ଟାଟା ଇଣ୍ଡିଗୋ ଏଟିମ୍ ତାଡ଼ି ଲୁଟ । ଏବଂ ଏହାସହ ଆଖପାଖରେ ଥିବା ଦୋକାନ ଗୁଡିକରୁ ମଧ୍ୟ ଲୁଟ୍ ହୋଇଛି । ଏଟିଏମରୁ ଲୁଟ ହୋଇଥିବା ଟଙ୍କାର ଆନୁମାନିକ ମୂଲ୍ୟ ଜଣାପଡ଼ିନାହିଁ । ଦୋକାନ ଗୁଡିକରୁ ଲକ୍ଷ୍ୟାଧିକ ଟଙ୍କା ଲୁଟ୍ ହୋଇଥିବାର ଅଭିଯୋଗ କରିଛନ୍ତି ଦୋକନ ମାଲିକମାନେ । ଆଜି ସକାଳେ ଗ୍ରାମବାସୀ ଏଟିଏମ୍ ଭାଙ୍ଗି ଲୁଟ୍ ହୋଇଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ସୂଚନା ମିଳିବା ମାତ୍ରେ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।