Home ରାଜ୍ୟ ଓଲଟିଲା ରଙ୍ଗ ବୋଝେଇ ଟ୍ରକ, ଫଳରେ ହେଲପର ମୃତ ,୨ ଗୁରୁତର !

ଓଲଟିଲା ରଙ୍ଗ ବୋଝେଇ ଟ୍ରକ, ଫଳରେ ହେଲପର ମୃତ ,୨ ଗୁରୁତର !

ଜୟପୁର : ଓଲଟିଲା ରଙ୍ଗ ବୋଝେଇ ଟ୍ରକ । ଫଳରେ ୧ ମୃତ ୨ ଗୁରୁତର । ଏଭଳି ଦୁର୍ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବରେ। ତେବେ ଗୁରୁତର ଦ୍ୱୟ କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ଆହତ ବ୍ୟକ୍ତିଙ୍କୁ ବୈପାରୀଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ହେଲେ ଟ୍ରକ ହେଲପର ।