Tag: #puni atangbad#
ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା ନେଇ ସତର୍କ ସୂଚନା ଜାରି
ଭୁବନେଶ୍ୱର : ଶହୀଦ୍ ପରିବାରଙ୍କ ଆଖିରୁ ଲୁହ ଏବେବି ଶୁଖିନି। ମାତ୍ର ପୁଣି ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ଗୋଇନ୍ଦା ବିଭାଗ। ଏହି...