Tag: #matrick exam#
କେମିତି ଚାଲିଛି ମାଟ୍ରିକ୍ ପରୀକ୍ଷା ? ,ପାଚେରି ଡେଇଁ କପି ଯେଗାଉଛନ୍ତି ଅଭିଭାବକ
ଭୁବନେଶ୍ୱର: କଟକଣା, ନିୟମ, ଗାଇଡ୍ଲାଇନ୍ କିଛି ବି କାଟୁ କରୁନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ଉଦ୍ୟମ ବିଫଳ ହୋଇଛି। ଯେତେ ଯାହା...