Home ରାଜ୍ୟ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ। ବିବାହ ଉତ୍ସବର ସମସ୍ତ ନୀତି ଶେଷ ହେବା ପରେ ମାଜଣା ମଣ୍ଡପ ନିକଟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ସନ୍ଧ୍ୟା ଧୂପ ପରେ ମହାପ୍ରଭୁ ଋକ୍ମଣଙ୍କ ହରଣ କରି ବିବାହ କରିବେ।

ଅପରପଟେ ଆସନ୍ତା ୫ ତାରିଖରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥି ପାଇଁ ଏଥିପାଇଁ ରଥଖଳାରେ ଦୃତ ଗତିରେ ଆଗେଇ ଚାଲିଛି ରଥ ନିର୍ମାଣ କାମ । ୩ ରଥରେ ୪ ନାହାକ ଲଗାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ୧୪ ନାହାକ ପାଇଁ ଆରମ୍ଭ ହୋଇଛି କାମ । ୪ ନାହାକର ଢମକ ପ୍ରସ୍ତୁତି ସହ ଭୁଇଁ ନିର୍ମାଣ ପାଇଁ ବ୍ୟସ୍ତ ଅଛନ୍ତି ବିଶ୍ୱକର୍ମା ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos