Home ରାଜ୍ୟ ତାଳସାରୀରେ ଅସାଧୁ ବ୍ୟବହାର ହୋଇଥିବା ନାରୀଙ୍କୁ ନ୍ୟାୟ ନମିଳିବା ନେଇ ସାମ୍ବାଦିକ ସମ୍ମିଳନୀ

ତାଳସାରୀରେ ଅସାଧୁ ବ୍ୟବହାର ହୋଇଥିବା ନାରୀଙ୍କୁ ନ୍ୟାୟ ନମିଳିବା ନେଇ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ୱର; ବାଲେଶ୍ୱର ଜିଲ୍ଲା ଭୋଗରାଇରେ ରାଜେଶ୍ୱରୀ କମିଲାଙ୍କ ଦ୍ୱାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଗତବର୍ଷ ତାଳସାରୀ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ରାଜେଶ୍ୱରୀ କମିଲାଙ୍କ ଉପରେ ଯେଉଁ ଅନ୍ୟାୟ ଅତ୍ୟାଚାର ହୋଇଥିଲା ତାହା ବର୍ଷେ ପୁରିବାକୁ ଗଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯ୍ାଇନାହିଁ ବୋଲି ସେ ଅଭିଯୋଗ କରିଛନ୍ତି ।