Home ରାଜ୍ୟ ବାଲେଶ୍ୱର ଜିଲ୍ଲା ପୁରୁବାଇ କନ୍ୟାଶ୍ରମରେ ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ ପକ୍ଷରୁ ଚଢାଉ !

ବାଲେଶ୍ୱର ଜିଲ୍ଲା ପୁରୁବାଇ କନ୍ୟାଶ୍ରମରେ ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ ପକ୍ଷରୁ ଚଢାଉ !


ବାଲେଶ୍ୱର: ଆଜି ରାଜ୍ୟର ବିଭିନ୍ନ ହୋମ ସେଲଟର ଉପରେ କେନ୍ଦ୍ରଟିମ ପକ୍ଷରୁ କରଯାଉଛି । ତେବେ ପୁରୀ ଚଢାଉ ପରେ ଏବେ ବାଲେଶ୍ୱର ଜିଲ୍ଲା ସୋରଠାରେ ଥିବା ପୁରୁବାଇ କନ୍ୟାଶ୍ରମରେ ବାଲେଶ୍ୱର ଜିଲ୍ଲା ମଙ୍ଗଳକିମିଟି ଏବଂ କେନ୍ଦ୍ରୀୟଟିମ କର୍ମମର୍ତ୍ତାମାନେ ଚଢାଉ କରିଛନ୍ତି । ତେବେ ଏହି କନ୍ୟାଶ୍ରମରେ ମୋଟ ୧୮୬ ଜଣ ଅନ୍ତୋବାସୀ ରହୁଛନ୍ତି । ତେବେ ଆଜି କେନ୍ଦ୍ରୀୟଟିମ ପହଞ୍ଚି କନ୍ୟାଶ୍ରମରେ ଥିବା ଅନ୍ତୋବାସୀ ମାନଙ୍କୁ ପଚରାଉଚରା ଜାରି ରଖିଥିବା ଜଣାପଡିଛି । ତାହାସହିତ ଛାତ୍ରଛାତ୍ରୀମାନଙ୍କର ରହିବା, ଖାଇବା, ଶିକ୍ଷାଦାନ ଏବଂ ବିଭିନ୍ନ ରେକର୍ଡପତ୍ର ଉପରେ ଯାଞ୍ଚ କରୁଛି କେନ୍ଦ୍ରୀୟଟିମ । ଅନ୍ୟପଟେ ଆଶ୍ରମରେ ଶାରରୀକ ,ମାନସିକ ନିର୍ଯାତନା ଦିଆଯାଉଛି କି ନାହି ଁ ସେ ବିଷୟରେ କେନ୍ଦ୍ରୀୟଟିମ କର୍ମକର୍ତ୍ତାମାନେ ପଚାରୀ ବୁଝିଥିବା ଜଣାପଡପିଛି ।