Home ଖେଳ ୪-୧ ରେ ସିରିଜ ହାତେଇଲା ଟିମ୍ ଇଣ୍ଡିଆ !

୪-୧ ରେ ସିରିଜ ହାତେଇଲା ଟିମ୍ ଇଣ୍ଡିଆ !

ନ୍ୟୁଜିଲ୍ୟାଣ୍ଡ : ଭାରତ ଓ ନ୍ୟୁଜିଲ୍ୟାଣ୍ଡର ଶେଷ ମ୍ୟାଚରେ ୩୫ରନରେ ମାତ ଦେଇଛି ଟିମ ଇଣ୍ଡିଆ । ଏହା ସହ ୪-୧ରେ ସିରିଜ ହାତେଇଛି ଟିମ ଇଣ୍ଡିଆ । ୫ ମ୍ୟାଚ ବିଷିଷ୍ଟ ଏହି ସରିଜର ଶେଷ ମ୍ୟାଚ ଟି ୱେଲିଂଟନରେ ଖେଳାଯାଇଥିଲା । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ତେବେ ଭାରତ ୫୦ ଓଭର ଖେଳି ୨୫୨ ରନ୍ ସଂଗ୍ରହ କରିଥିଲା । ଦ୍ୱିତୀୟ ଇନିଂସରେ ୨୫୩ ରନର ବିଜୟ ଲକ୍ଷ୍ୟ ରଖି ପଡ଼ିଆକୁ ଓହ୍ଲାଇଥିଲା ଟିମ ନ୍ୟୁଜିଲ୍ୟାଣ୍ଡ । ତେବେ ଭାରତୀୟ ବୋଲରଙ୍କ ବୋଲିଙ୍ଗି ଆଗରେ ତିଷ୍ଟି ପାରିନଥିଲେ ନ୍ୟୁଜିଲ୍ୟାଣ୍ହର ବ୍ୟାଟ୍ସମ୍ୟାନ୍ । ମାତ୍ର ୪୪.୧ ଓଭରରେ ୨୧୭ ରନ କରି ସମସ୍ତ ବ୍ୟାଟ୍ସମ୍ୟାନ ପାଭିଲିୟନ ପେରିଆସିଥିଲେ । ମ୍ୟାଚର ଶେେରେ ଅମ୍ବାତି ରାୟଡୁ ମ୍ୟାନ ଅଫ୍ ଦମ୍ୟାଚ ହୋଇଥିବାବେଳେ ମହମ୍ମଦ ସାମି ପ୍ଲେୟାର ଅଫ୍ ଦ ମ୍ୟାଚ ହୋଇଛନ୍ତି ।