Home ରାଜ୍ୟ ସର୍ଟସର୍କିଟ୍ ରେ ଜଳିଗଲା ୪ ଦୋକାନ ।

ସର୍ଟସର୍କିଟ୍ ରେ ଜଳିଗଲା ୪ ଦୋକାନ ।

132

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ରେ ଗତକାଲି ବିଳମ୍ବିତ ରାତିରେ ସର୍ଟସର୍କିଟ୍ ରେ ଜଳିଗଲା ୪ ଦୋକାନ । ତେବେ ଖବର ମୁତାବକ ଏହା ସୋର ବ୍ଲକ ରୋଷଛକ ସ୍ୱାଇଁ ମାର୍କେଟ କମ୍ପେ୍ଲକ୍ସରେ ଥିବା ଏକ ସେଲୁନ୍ ରେ ବିଦ୍ୟୁତ୍ ସର୍ଟସର୍କିଟ୍ ହୋଇ ୪ଟି ଦୋକାନ ର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଠ ହୋଇଛି । ତେବେ ଖବର ପାଇ ଦୁଇଟି ଅଗ୍ନୀସମ ବାହିନୀ ଗାଡି ପହଚିଂ ଗ୍ରାମବାସୀଙ୍କ ସହାୟତା ରେ ନିଆଁକୁ ଆୟତ କରିଥିଲେ ।