Home ରାଜ୍ୟ ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍‌ସିଂରେ ସନ୍ଧ୍ୟା ୭ଟା ୪୫ରେ ହେବ ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ଲାଗିପାରେ । ବିଶେଷ କରି ରଥଯାତ୍ରା ଆୟୋଜନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି । ତେବେ ସୂଚନା ଥାଉକି, କରୋନା ପାଇଁ ବର୍ତ୍ତମାନ ପ୍ରାୟତଃ ସମସ୍ତ ବୈଠକ ଭିଡିଓ କନଫରେନ୍‌ସିଂରେ ଚାଲିଛି ।

https://linksredirect.com/?cid=34199&source=linkkit&url=https%3A%2F%2Fplay.google.com%2Fstore%2Fapps%2Fdetails%3Fid%3Dcom.eterno.shortvideos