ବାଲେଶ୍ୱର: ଏଥର ପିଟା ଖାଇଗଲା ସାଇକେଲ ଚୋର । ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ସିମୁଳିଆ ହାଟରେ ସାଇକେଲ ଚୋରି କରୁଥିବା ବେଳେ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଗ୍ରାମବାସୀ । ଆଜି ସ୍କୁଲ ପିଲାମାନଙ୍କର ସାଇକେଲ ଚୋରି କରୁଥିବା ବେଳେ ଚୋରକୁ ଗ୍ରାମବାସୀଙ୍କ କାବୁ କରି ନେଇଥିଲେ । ଉକ୍ତ ଚୋର ଜଣଙ୍କ ସ୍ଥାନୀୟ ଅଂଚଳର ବୁଦ୍ଧିଆ ଧଳ ବୋଲି ଜଣାପଡ଼ିଛି । ତାଙ୍କ ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ଚୋରି ଅଭିଯୋଗ ହୋଇଥିବା ସୂଚନା ମିଳିଛି ।
ଏଥର ପିଟା ଖାଇଗଲା ସାଇକେଲ ଚୋର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- lasix pill 40 mg on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- lamotrigine for bipolar on ସମବାୟ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ଶାରଦୀୟ ଉତ୍ସବ ପାଳନ
- stendra cost per pill on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- вавада on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- вавада on Why local US newspapers are sounding the alarm
