Home ରାଜ୍ୟ ବାଲେଶ୍ୱର ଗୋପିମୋହନପୁର ପଂଚାୟତ ସରସିଦା ଗାଁରେ ଫସିଗଲେ ମହାଦେବ !

ବାଲେଶ୍ୱର ଗୋପିମୋହନପୁର ପଂଚାୟତ ସରସିଦା ଗାଁରେ ଫସିଗଲେ ମହାଦେବ !

286

ବାଲେଶ୍ୱର: ଗୋପିମୋହନପୁର ପଂଚାୟତ ସରସିଦା ଗାଁରେ ଫସିଗଲେ ମହାଦେବ । ଷଣ୍ଢଟି ପାଣି ପିଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ କାଦୁଅରେ ଫସିଯାଇଥିଲେ । ଷଣ୍ଢଟିର ଗୋଟାଏ ଗୋଡ଼ ଛୋଟା ହୋଇଥିବାରୁ ପୋଖରୀ କାଦୁଅରୁ ବାହରି ପାରିନଥିଲା । ଯେତେ ଉଠିବା ପାଇଁ ଚେଷ୍ଟା କରୁଥିଲା ସେତେ ଗଭୀର ପଣ୍ଟୁରେ ଫସିଯାଇଥିଲା । ମହାଦେବଙ୍କ ବାହାନଙ୍କ ଏପରି କରୁଣ ଦୃଶ୍ୟ ଦେଖି ଗାଁର ବିଜୁ ଯୁବ ବାହିନୀ ସଂଗଠନର କର୍ମକର୍ତ୍ତା ପହଂଚି ଷଣ୍ଢକୁ ଉଦ୍ଧାର କରିଥିଲେ । ବିଜୁ ଯୁବ ବାହିନୀର ଏପରି କାର୍ଯ୍ୟକୁ ସାରା ଅଂଚଳର ବୁଦ୍ଧିଜୀବୀ ଲୋକ ପ୍ରସଂଶା କରିଛନ୍ତି ।