Home ରାଜ୍ୟ ଗର୍ଭବତୀ ମହିଳାଙ୍କ ଦେହରେ ଲାଗିଗଲା ନିଆଁ !

ଗର୍ଭବତୀ ମହିଳାଙ୍କ ଦେହରେ ଲାଗିଗଲା ନିଆଁ !

ଗର୍ଭବତୀ ମହିଳାଙ୍କ ଦେହରେ ଲାଗିଗଲା ନିଆଁ !
ବାଲେଶ୍ୱର: ଗର୍ଭବତୀ ଦେହରେ ନିଆଁ ଲାଗି ଗୁରୁତର । ବାଲେଶ୍ୱର ଜିଲ୍ଲା ନୀଳଗିରି ସଜନାଗଡ଼ ନିକଟ ନୂଆଗାଁରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଆଜି ସକାଳେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପଇଁ ହେଉଥିବା ବେଳେ ଗର୍ଭବତୀ ମହିଳାଙ୍କ ଦେହରେ ଅସବଧାନ କାରଣରୁ ନିଆଁ ଲାଗିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନୀଳଗିରି ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗର୍ଭବତୀ ମହିଳାଙ୍କ ଦେହ ୩୦ ପ୍ରତିଶତ ପୋଡ଼ି ହୋଇ ଥିବା ଡାକ୍ତରଙ୍କ ସୂଚନା ଦେଇଛନ୍ତି ।