Wednesday, October 27, 2021
Home Authors Posts by Odishahot news

Odishahot news

416 POSTS 0 COMMENTS

ବନ୍ଦ ଘର ଭିତରୁ ମାଆ ଓ ଝିଅଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଫେରାର

ଝାରସୁଗୁଡ଼ା: ଘର ଭିତରୁ ମିଳିଲା ମା’ ଓ ୨ ଝିଅଙ୍କ ମୃତଦେହ। ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଗଙ୍ଗାନଗର ଫାଟକପଡାରେ ଏହି ଅଭାବନୀୟ ଘଟଣା ଘଟିଛି। ଏକ ଘରୁ ମା’ ଓ...

ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚୁଙ୍ଗୁଡ଼ିଘାଇ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ। ମିଳିଥିବା ସୂଚନା ଅନୁଯାୟୀ,  ମଦ ବ୍ୟବସାୟୀ ବିନାୟକ ପ୍ରଧାନ...

ଆଜିଠୁ ଜମିବ ପିପିଲି ପ୍ରଚାର

ଭୁବନେଶ୍ୱର: ଆଜିଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ ହେବ। କଟକଣା ମଧ୍ୟରେ ପ୍ରଚାର ନେଇ ସବୁ ରାଜେନୖତିକ ଦଳ କସରତ କରୁଛନ୍ତି । ବିଜେଡିର ଏକ ନମ୍ବର ଷ୍ଟାର...

ପ୍ରବଳ ବର୍ଷା ସହ ବଜ୍ରପାତ ଆଶଙ୍କା ୧୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୧୫ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ...

DRDO ତଥ୍ୟ ଲିକ ଘଟଣା, ୫ ଅଭିଯୁକ୍ତଙ୍କୁ ଆଜିଠୁ ଆରମ୍ଭ ହୋଇଛି ମାରାଥନ୍‌ ଜେରା

ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଖୋଲିବ ଅଧିକ ଗୁମର । ଅଧିକ ତଥ୍ୟ ହାସଲ ପାଇଁ ଗିରଫ ୫ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ...

ଅନୀଲ କୁମ୍ବଲେ ପୁଣି ହେବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌!

ମୁମ୍ବାଇ: ଅନୀଲ କୁମ୍ବଲେ ପୁଣି ହୋଇପାରନ୍ତି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ଟି୨୦ ବିଶ୍ୱକପ୍‌ ପରେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହୋଇଯାଉଛି। ତା’ପରେ ଅନୀଲ କୁମ୍ବଲେଙ୍କୁ...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୮ କରୋନା ପଜିଟିଭ୍ ଚିହ୍ନଟ, ୪ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୧ ଜଣ...

ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି

ଭୁବନେଶ୍ୱର: କୋରାପୁଟ କଂଗ୍ରେସକୁ ଶକ୍ତ ଧକ୍କା । ବିଜେଡିରେ ଯୋଗଦେଲେ କଂଗ୍ରେସର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି । ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଆଜି ବିଧିବଦ୍ଧ ଭାବେ ବିଜେଡିର...

ଭିଜିଲାନ୍ସ ହାତରେ ଧରାପଡ଼ିଗଲେ ସରକାରୀ ବାବୁ

ଜୟପୁର: ଲାଞ୍ଚ ନେବା ହେଲା କାଳ। ଭିଜିଲାନ୍ସ ହାତରେ ଧରାପଡ଼ିଗଲେ ସରକାରୀ ବାବୁ। ଭିଜିଲାନ୍ସ ତାଙ୍କ ନିକଟରୁ ଟଙ୍କା ଜବତ କରିବା ସହ ଗିରଫ କରିଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା...

ଦୁଷ୍ମନ୍ତ ମୃତ୍ୟୁ ରହସ୍ୟ: ୨ ୱେବ ସାମ୍ବାଦିକଙ୍କ ଭୂମିକାକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : କୁଜଙ୍ଗ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାରେ ୨ୱେବ ସାମ୍ବାଦିକଙ୍କ ଭୂମିକାକୁ ନେଇ ଚର୍ଚ୍ଚା। ଆତ୍ମହତ୍ୟା ଉଦ୍ୟମ କରିବା ପୂର୍ବରୁ ଦୁଇ ୱେବ ଚ୍ୟାନେଲ ସାମ୍ବାଦିକ ସହ ଫୋନରେ ଯୋଗାଯୋଗ କରିଥିଲେ ଦୁଷ୍ମନ୍ତ।...
22,046FansLike
2,508FollowersFollow
13,022SubscribersSubscribe
- Advertisement -

EDITOR PICKS