Sunday, December 8, 2019
Home Authors Posts by Narendra

Narendra

146 POSTS 6 COMMENTS

କେନ୍ଦୁଝର: ତେଲକୋଇ ଥାନା କରଦାଙ୍ଗି ଗାଁରେ ବଧୂହତ୍ୟା ଅଭିଯୋଗ !

କେନ୍ଦୁଝର: ତେଲକୋଇ ଥାନା କରଦାଙ୍ଗି ଗାଁରେ ବଧୂହତ୍ୟା ଅଭିଯୋଗ । ମୃତ ନବବଧୂ ଝୁନୁ ମାହାନ୍ତି ହୋଇଥିବା ଜଣାପଡ଼ିଛି । ଗତକାଲି ଘରୋଇ କଳିରୁ ଝୁନୁ ବେକରେ ରଶି ଲଗାଇ ଅତ୍ମହତ୍ୟା କରିଛି...

ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !

ଭୁବନେଶ୍ୱର: ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର କରାଯାଇଛି । ଏକ ପରିତ୍ୟକ୍ତ ଜାଗାରୁ କ୍ଷତାକ୍ତ ଶିଶୁଟିକୁ ବାଟୋଇ ଦେଖି ଉଦ୍ଧାର କରିଥିଲେ । ଏହା ପରେ ନବଜାତ...

ଅନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀ ବାଉଳା; ବାମ ଗୋଡ଼ରେ କ୍ଷତ...

କେନ୍ଦୁଝର: ଅନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡ଼ାକ୍ତର ଓ କର୍ମଚାରୀଙ୍କ ଚରମ ଅବହେଳା ଦେଖିବାକୁ ମିଳିଛି । ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀଙ୍କ ବାମ ଗୋଡ଼ ଡ଼୍ରେସିଂ ବଦଳରେ ଡ଼ାହାଣ ଗୋଡ଼ରେ...

ଗୁଣ୍ଡା ରତନ ଦାସକୁ ପିଟି ଗୁଣ୍ଡ କରିଦେଲେ ସ୍ଥାନୀୟ ଲୋକ; ଅପରାଧି ରତନ ମନ୍ତ୍ରୀ...

ବାଲେଶ୍ୱର: ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ଆମ୍ବୁଳି ଅଠା ଠାରେ ଅଭାବନୀୟ ଘଟଣା । ଅଂଚଳର ଦୁର୍ଦ୍ଦାନ୍ତ ଗୁଣ୍ଡା ଅପରାଧି ରତନ ଦାସ ସ୍ଥାନୀୟ ଲୋକଙ୍କ ଠାରୁ ମାଡ଼ ଖାଇ ଲହୁଲୁହାଣ ହୋଇଛନ୍ତି । ଗତକାଲି...

ବାଲେଶ୍ୱର ବସ୍ତା ବ୍ଲକ ଜାମଶୁଳୀ – ଲଙ୍ଗଳେଶ୍ୱର ରାସ୍ତାରେ ସଡ଼କ ଦୁର୍ଘଟଣା; ୧ମୃତ ୧ଗୁରୁତର...

ବାଲେଶ୍ୱର: ବସ୍ତା ବ୍ଲକ ଜାମଶୁଳୀ – ଲଙ୍ଗଳେଶ୍ୱର ରାସ୍ତାରେ ସଡ଼କ ଦୁର୍ଘଟଣା । ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି ।...

ଚାନ୍ଦବାଲି ଚଢଦିଆ ପଂଚାୟତରେ ମହିଳାଙ୍କୁ ତତାଇଲା ସରକାରୀ ମଦ; ବ୍ୟବସାୟୀକୁ ଗଛରେ ବାନ୍ଧି ପିଟିଲେ...

ଭଦ୍ରକ: ପୁଣି ମହିଳାଙ୍କୁ ତତାଇଲା ସରକାରୀ ମଦ । ଆଜି ଚାନ୍ଦବାଲି ବ୍ଲକ୍ ଚଢଦିଆ ପଂଚାୟତରେ ବେଆଇନ ଚୋରା ମଦକୁ ନେଇ ମେଳି ବାନ୍ଧିଲେ ମହିଳା । ବହୁ ଦିନରୁ ଚୋରା ମଦ...

ବାଲେଶ୍ୱର ଗୋପିମୋହନପୁର ପଂଚାୟତ ସରସିଦା ଗାଁରେ ଫସିଗଲେ ମହାଦେବ !

ବାଲେଶ୍ୱର: ଗୋପିମୋହନପୁର ପଂଚାୟତ ସରସିଦା ଗାଁରେ ଫସିଗଲେ ମହାଦେବ । ଷଣ୍ଢଟି ପାଣି ପିଇବା ପାଇଁ ଗାଁ ପୋଖରୀକୁ ଯାଇଥିବା ବେଳେ କାଦୁଅରେ ଫସିଯାଇଥିଲେ । ଷଣ୍ଢଟିର ଗୋଟାଏ ଗୋଡ଼ ଛୋଟା ହୋଇଥିବାରୁ...

ଘରୋଇ ବସରୁ ଯାତ୍ରୀଙ୍କ ଠାରୁ ଲୁଟ ଘଟଣାରେ ୫ ଅଭିଯୁକ୍ତ ଯୁବକ ଗିରଫ !

ବରଗଡ଼: ଘରୋଇ ବସରୁ ଯାତ୍ରୀଙ୍କ ଠାରୁ ଲୁଟ ଘଟଣାରେ ୫ ଅଭିଯୁକ୍ତ ଯୁବକ ଗିରଫ । ସେମାନଙ୍କ ଠାରୁ ୭ ହଜାର ଟଙ୍କା ୩ଟି ମୋବାଇଲକୁ ଜବତ କଲା ପୋଲିସ । ଗତ...

ବାସ ନେଇଗଲା ବ୍ୟବସ୍ଥା; କର୍ଲାମୁଣ୍ଡା ବ୍ଲକ୍ର ବୁଢୀପଦର ଗାଁର ସାମାଜିକ ଓ ଆର୍ଥକ ସର୍ବେକ୍ଷଣ...

କଳାହାଣ୍ଡି : କର୍ଲାମୁଣ୍ଡା ବ୍ଲକ୍ର ଉପାନ୍ତ ଆଦିବାସୀ ଗାଁ ହେଉଛି ବୁଢୀପଦର । ପୌରକେଲା ପଂଚାୟତର ଶତାଧିକ ପରିବାର ବାସକରୁଥିଲେ ମଧ୍ୟ ଅଧିକାଂଶ ଗରିବ ହରିଜନ ବସବାସ କରନ୍ତି । ଶହେରୁ ନବେ...

ରାଜନେତାଙ୍କ ମିଥ୍ୟା ପ୍ରତିଶ୍ରୁତି ତତାଇଲା ଚାଷୀଙ୍କୁ; ପଶ୍ଚିମ ଓଡ଼ିଶାରେ ମେଳିବାନ୍ଧିଲାଣି ଚାଷୀ ଆନ୍ଦୋଳନ !

ବରଗଡ଼: ଆସିଲାଣି ନିର୍ବାଚନ ଫେରିଲାଣି ନିର୍ବାଚନୀ ତାତି, ମିଳିଲାଣି ପୁଣି ମିଥ୍ୟା ପ୍ରତିଶ୍ରୁତି, ଚାଲିଲାଣି ଦଳ ଦଳ ମଧ୍ୟରେ ଚାଷୀଙ୍କୁ ନେଇ ରାଜନୀତି । ଠିକ୍ ଏତିକି ବେଳେ ପୂର୍ବ ନିର୍ବାଚନରେ ପ୍ରତିଶ୍ରୁତି...
- Advertisement -

EDITOR PICKS