Home Authors Posts by admin

admin

1842 POSTS 0 COMMENTS

ପ୍ରମାଣ ନଥିବା ଖବର ଗଣମାଧ୍ୟମରେ ପ୍ରସାରଣ କରି ଆତଙ୍କ ସୃଷ୍ଟି କରନ୍ତୁ ନାହିଁ :...

ଭୁବନେଶ୍ୱର: କରୋନା ଭାଇରସ୍‌ ସଂପର୍କରେ ଅତ୍ୟନ୍ତ ଦାୟିତ୍ବସଂପନ୍ନ ଭାବେ ଖବର ପ୍ରସାରଣ କରିବା ଲାଗିି, ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟମକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କରୋନା ନେଇ ଯେଉଁ ତଥ୍ୟ...

ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୨୦ ଜଣଙ୍କ ମଧ୍ୟରୁ ୧୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ,ବାକି...

ଭୁବନେଶ୍ୱର: ନିଜାମୁଦ୍ଦିନରୁ ଓଡ଼ିଶା ଫେରିଥିବା ୧୫ ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍ । ସୂଚନା ଓ ଲୋକସଂପର୍କ ବିଭାଗ ଏନେଇ ସୂଚନା ଦେଇଛି । ଓଡ଼ିଶା ଫେରିଥିବା ୨୦ ଜଣଙ୍କ କୋଭିଡ୍ -୧୯...

ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ବର : କରୋନା (କୋଭିଡ-୧୯) ସଂକ୍ରମଣ ସମୟରେ ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସହଯୋଗର ହାତ ବଢ଼ାଇଛନ୍ତି। ରାଜ୍ୟର ପ୍ରାୟ ୪ଶହ ଏସ୍‌ଏଚ୍‌ଜି ଦିନକୁ ୫୦ହଜାର ମାସ୍କ ପ୍ରସ୍ତୁତ କରୁଛନ୍ତି। ଏହାସହ...

ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ଵର: ସମଗ୍ର ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ସଂକ୍ରମିତ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ...

ଆଜି ଉତ୍କଳ ଦିବସ: ସ୍ୱତନ୍ତ୍ର ଓଡ଼ିଶାକୁ ପୁରିଲା ୮୪ବର୍ଷ

ଓଡ଼ିଶା ଆଜି ଅନେକ କ୍ଷେତ୍ରରେ ସ୍ୱତନ୍ତ୍ର ସମ୍ମାନ ଓ ଗୌରବର ଅଧିକାରୀ, ବିପର୍ଯ୍ୟୟ ପରିଚାଳନା, ଗରିବୀ ହ୍ରାସ, ଅର୍ଥନୈତିକ ଅଭିବୃଦ୍ଧି, ରାଜନୈତିକ ସ୍ଥିରତା, ଜନକଲ୍ୟାଣକାରୀ ଯୋଜନାରେ ସାଫଲ୍ୟମଣ୍ଡିତ। ଦେଶର ପ୍ରମୁଖ ନୀତିନିର୍ଦ୍ଧାରଣ ଓ...

୨୪ ଘଣ୍ଟାରେ ୨୨୭ ନୂଆ ଆକ୍ରାନ୍ତ, ଦେଶବ୍ୟାପୀ ୧୨୫୧ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍‌ ଦ୍ରୁତ ଗତିରେ ବଢ଼ୁଛି। ସୋମବାର ରାତି ସୁଦ୍ଧା ଭାରତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୨୫୧ରେ ପହଞ୍ଚିଛି। ମୋଟ ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏ ପର୍ଯ୍ୟନ୍ତ...

ଆଜି ପବିତ୍ର ଅଶୋକାଷ୍ଟମୀ : ଗଡିବନି ମହାପ୍ରଭୂ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ବର: ଚଳିତ ବର୍ଷ ଗଡିବନି ରୁକୁଣା ରଥ। କରୋନା କଟକଣା ଯୋଗୁ ରୁକୁଣା ରଥଯାତ୍ରାକୁ ମନା କରିଛି ପ୍ରଶାସନ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନ ଗହଳିକୁ ଏଡାଇବା ପାଇଁ ପ୍ରଶାସନ ରୁକୁଣା...

ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା, ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍‌...

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ସମୀକ୍ଷା । ଓଡିଶା ଲୋକସେବା ଭବନରେ ସମୀକ୍ଷା ବୈଠକ  । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ସହ କେନ୍ଦ୍ର କ୍ୟାବିନେଟ୍‌ ସଚିବଙ୍କ ଆଲୋଚନା ।...

ପୁରୀରେ ପହଞ୍ଚତ୍ଲା ଚତୁର୍ଥ ପର୍ଯ୍ୟାୟ ରଥକାଠ

ପୁରୀ : ଚଳିତବର୍ଷ ରଥଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ତିନି ରଥ ନିର୍ମାଣ ଲାଗି ବୁଧବାର ପୁରୀରେ ଚତୁର୍ଥ ପର୍ଯ୍ୟାୟ ରଥକାଠ ପହଞ୍ଚତ୍ଛି। ନୟାଗଡ଼ ଜିଲା ଦଶପଲ୍ଲା...

ରାଜ୍ୟରେ ପଞ୍ଚମ କରୋନା ରୋଗୀ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି

ଭୁବନେଶ୍ଵର : ସମଗ୍ର ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉନାହିଁ। ସଂକ୍ରମିତ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି। ଏହା ମଧ୍ୟରେ ଓଡ଼ିଶାରେ ଆଉ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।...
20,755FansLike
2,382FollowersFollow
13,022SubscribersSubscribe
- Advertisement -

EDITOR PICKS

x

COVID-19

India
Confirmed: 6,074,702Deaths: 95,542
x

COVID-19

World
Confirmed: 33,072,057Deaths: 997,669