Home Authors Posts by admin

admin

1648 POSTS 0 COMMENTS

ଯାଜପୁରରେ କରୋନା କଟକଣା: ବାରୁଣୀ ମହାସ୍ନାନ ବାତିଲ

ଯାଜପୁର : ପ୍ରସିଦ୍ଧ ବାରୁଣୀ ମେଳାକୁ ବାତିଲ କରାଯିବା ସହ ଯାଜପୁର ସହରରେ ୧୪୪ ଧାରା ଜାରି କରାଯାଇଛି।  ଯାଜପୁର ଜିଲା ଭାରପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ମହାମାରୀ ରୋଗ ଆଇନ ୧୮୯୭...

ବସ୍‌ରୁ ୨୨କେଜି ଗଞ୍ଜେଇ ଜବତ, ୨ଗିରଫ

ଯାଜପୁର : ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୨ କେଜି ଗଞ୍ଜେଇ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ କଲିକତାର ଟୁକେଇ ପାତ୍ର ଓ ରଞ୍ଜିତ ରାୟ...

କରୋନାକୁ ନେଇ ସାର୍କ ରାଷ୍ଟ୍ରଙ୍କୁ ଭାରତର ବାର୍ତ୍ତା: ପ୍ରସ୍ତୁତ ରୁହ, ଭୟ କରନାହିଁ

ନୂଆଦିଲ୍ଲୀ : ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହାର ମୁକାବିଲା ଲାଗି ମିଳିତ ଜରୁରୀ ପାଣ୍ଠି ଗଠନ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍କ (ଦକ୍ଷିଣ...

ମଧ୍ୟପ୍ରଦେଶ ରାଜନୀତି ସରଗରମ: ଶକ୍ତି ପରୀକ୍ଷା ନେଇ ଅନିଶ୍ଚିତତା

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭାରେ ଆସନ୍ତାକାଲି କମଲନାଥ ସରକାର ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କଂଗ୍ରେସ ନିଜର ବିଧାୟକଙ୍କୁ ଜୟପୁରରୁ ଭୋପାଳକୁ ଫେରାଇ ଆଣିଛି। କଂଗ୍ରେସ ବିଧାୟକଙ୍କୁ...

କରୋନା ନେଇ ଦେଶ ସତର୍କ: ବଢ଼ିପାରେ କଟକଣା, ଭାରତରେ ୧୦୭ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ ଏବେ ଗୋଟିଏ ପରେ ଗୋଟିଏ ରାଜ୍ୟରେ କରୋନା କାୟାବିସ୍ତାର କରୁଛି। ବିଶ୍ବବ୍ୟାପୀ ୧ ଲକ୍ଷ ୬୨ ହଜାର ଲୋକ କରୋନା ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହଜାର...

ହୋଟେଲ ଉପରେ କଡ଼ା ନଜର ରଖିବାକୁ ଡିସିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଜାରି ରହିଛି। ରବିବାର ଡିସିପି ଅନୁପ ସାହୁ ବୈଠକ ଡାକି ସ୍ଥିତିକୁ ନେଇ ଆଲୋଚନା କରିଛନ୍ତି। ରାଜଧାନୀର ହୋଟେଲଗୁଡ଼ିକରେ...

ବଗି ଛାଡ଼ି ପଳାଇଲା ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ଟ୍ରେନର ଇଞ୍ଜିନ୍

କଟକ: କଟକ ଜିଲ୍ଲା ଅନ୍ତର୍ଗତ ଶାଳଗାଁ ଷ୍ଟେସନ ନିକଟରେ ଆଜି ସକାଳେ ଲୋକମାନ୍ୟ ତିଲକ ସୁପରଫାଷ୍ଟ୍ ଏକ୍ସପ୍ରେସ୍‌ ଟ୍ରେନ୍ ପାସେଞ୍ଜେର ବଗିକୁ ଛାଡ଼ି ଇଞ୍ଜିନ୍ ଅଲଗା ହୋଇ ଯାତ୍ରା କରବା ଘଟଣା ଚାଞ୍ଚଲ୍ୟ...

କଟକ-ଭୁବନେଶ୍ବରରେ ଆଜିଠାରୁ ସବୁ ମଲ୍‌ ବନ୍ଦ

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି କମିସନରେଟ୍‌ ପୁଲିସ। ସୋମବାରଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଟକ-ଭୁବନେଶ୍ବରର ସମସ୍ତ ମଲ୍‌ ବନ୍ଦ ରହିବ ବୋଲି ପୁଲିସ କମିସନର ସୁଧାଂଶୁ...

ଓଡ଼ିଶାରେ କରୋନା; ସ୍ପଷ୍ଟକଲେ ସରକାର, ଗଣମାଧ୍ୟମକୁ ଦେଲେ ଚେତାବନୀ

ଭୁବନେଶ୍ୱର : ଓଡ଼ିଶାରେ ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସୋମବାର ଆୟୋଜିତ୍‌ ପ୍ରେସ୍‌ମିଟରେ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ଏହା ସ୍ପଷ୍ଟ କରିଛନ୍ତି।...

ଓଡ଼ିଶାରେ କରୋନ‌ା : ଆକ୍ରାନ୍ତଙ୍କ ଘର ଭୁବନେଶ୍ବରରେ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ

ଭୁବନେଶ୍ବର : ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ୍‌ ରୋଗୀ ସାମ୍ନାକୁ ଆସିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଦୁଇ ଦିନ ଧରି ଚିକିତ୍ସିତ ହେଉଥିବା ଭୁବନେଶ୍ବର ସହରର ଜଣେ ୩୧ ବର୍ଷୀୟ ଯୁବକଙ୍କଠାରେ ଏହି ଭୂତାଣୁ...
20,128FansLike
2,241FollowersFollow
13,022SubscribersSubscribe
- Advertisement -

EDITOR PICKS

x

COVID-19

India
Confirmed: 697,413Deaths: 19,693
ine
x

COVID-19

World
Confirmed: 11,448,925Deaths: 534,254
insdffe