Wednesday, October 16, 2019
Home Authors Posts by admin

admin

667 POSTS 0 COMMENTS

ପିଫାର ପ୍ରସ୍ତାବ ବର୍ଷକୁ ଥରେ କ୍ଲବ ବିଶ୍ୱକପ୍‌

ଜୁରିକ,୨୪।୧୦(ଏପି)- କ୍ଲବ ସ୍ତରୀୟ ବିଶ୍ୱକପ୍‌ ପ୍ରତିବର୍ଷ ଆୟୋଜନ କରିବା ଲାଗି ଅନ୍ତର୍ଜାତୀୟ ଫୁଟ୍‌ବଲ ପରିଚାଳକ ସଂସ୍ଥା (ଫିଫା) ସଭାପତି ଗଆନି ଇନଫାଣ୍ଟିନୋ ପ୍ରସ୍ତାବ ଦେଇଥିବା ଜଣେ କର୍ମକର୍ତ୍ତା କହିଛନ୍ତି। ଏହାଦ୍ୱାରା ୟୁରୋପର...

ଆସିତେଡୁ(ଆଖଡା) ପ୍ରତିଯୋଗିତାରେ ଓଡ଼ିଶାକୁ ୧୧ପଦକ

ପୁରୀ ଅଫିସ,୨୪।୧୦: ସ୍କୁଲ ଗେମ୍ସ ଫେଡେରେଶନ ଅଫ ଇଣ୍ଡିଆ(ଏସ୍‌ଜିଏଫଆଇ) ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ୬୪ ତମ ନ୍ୟାଶନାଲ ସ୍କୁଲ ଗେମ୍ସ ଆସିତେଡୁ(ଆଖଡା) ପ୍ରତିଯୋଗିତାରେ ଓଡ଼ିଶାକୁ ୧୧ଟି ପଦକ ମିଳିଛି। ଏଥିରେ ୨ଟି...

ବିଜୟ ବଜାୟ ଲକ୍ଷ୍ୟରେ ଭାରତ

ବିଶାଖାପାଟଣା- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ପ୍ରଥମ ଦିନିକିଆରେ ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଟିମ୍‌ଇଣ୍ଡିଆ ଏହି ମ୍ୟାଚ ପାଇଁ...

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଡିକକ୍‌

ମୁମ୍ବାଇ,- ଦକ୍ଷିଣ ଆଫ୍ରିକା ଉଇକେଟକିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ନିଲାମ ପ୍ରକ୍ରିୟା ପୂର୍ବରୁ ପ୍ରଥମ ଖେଳାଳି ଭାବେ ଦଳ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଡି କକ୍‌ଙ୍କୁ ଗତ ଅକଶନରେ ରୟାଲ ଚ୍ୟାଲେଞ୍ଜର...

ପ୍ରବୀଣ କୁମାରଙ୍କ ଅବସର

ଲକ୍ଷ୍ନୌ,୨୦।୧୦- ଭେଟେରାନ ପେସର ପ୍ରବୀଣ କୁମାର ଶନିବାର ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବାର ଦୀର୍ଘ ୧୧ ବର୍ଷ ପରେ ସେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମିରଟ...

ପାକିସ୍ତାନ ଗସ୍ତରୁ ଗୁପଟିଲ ବାଦ୍‌

ଅକ୍‌ଲାଣ୍ଡ,୧୯।୧୦- ପାକିସ୍ତାନ ବିପକ୍ଷରେ ୟୁଏଇଠାରେ ହେବାକୁ ଥିବା ଦିନିକିଆ ସିରିଜ୍‌ରୁ ନ୍ୟୁଜିଲାଣ୍ଡର ଓପନର ମାର୍ଟିନ ଗୁପଟିଲ ବାଦ୍‌ ପଡ଼ିଛନ୍ତି। ପ୍ଲଙ୍କେଟ ଶିଲ୍ଡ ଘରୋଇ ପ୍ରତିଯୋଗିତାରେ ଖେଳୁଥିବାବେଳେ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା। ସ୍କାନ...

ମେଡିକାଲରେ ସର୍ଫରାଜ

ଆବୁଧାବି - ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫାରାଜ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମ୍ୟାଚ୍‌ର ୩ୟ ଦିବସରେ ତାଙ୍କ ମୁଣ୍ଡରେ ବଲ ବାଜିଥିଲା।...

ହାଇଦ୍ରାବାଦ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ୍‌ ଦଳ ୨୯୫/୭

ହାଇଦ୍ରାବାଦ,୧୨।୧୦- ସ୍ଥାନୀୟ ରାଜୀବ ଗାନ୍ଧୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ ବିପକ୍ଷ ୨ୟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପ୍ରଥମ ଦିବସ ଶେଷ ସୁଦ୍ଧା ୭ ଉଇକେଟ ହରାଇ ୨୯୫ ରନ୍‌ କରି ପାରିଛି।...

ରାଜ୍ୟର ସିପକ୍‌ଟାକ୍ର ପ୍ରତିଭା ବୁଲୁ:ବିଶ୍ୱ ଚାମ୍ପିୟନଶିପ୍‌ ବିଜେତା ହୋଇ ବି ଦିନ ମଜୁରିଆ

ନିକଟ ଅତୀତରେ ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ ଶେଷ ହୋଇଛି ୩୩ତମ କିଙ୍ଗ୍ସକପ୍‌ ସିପକ୍‌ଟାକ୍ର ବିଶ୍ୱ ଚାମ୍ପିୟନଶିପ । ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତ ଦଳଗତ ରାଉଣ୍ଡରେ ଶକ୍ତିଶାଳୀ ଫ୍ରାନ୍ସକୁ ହରାଇ ଟାଇଟଲ ବିଜୟୀ ହୋଇଥିଲା ।...

‘ଚାମ୍ପିୟନ ଭାରତୀୟ ଦଳର ସଦସ୍ୟ ଥିବାରୁ ଗର୍ବିତ’

ଭୁବନେଶ୍ୱର, ୯।୧୦(କ୍ରୀଡ଼ା ପ୍ରତିନିଧି)- ବାଂଲାଦେଶର ଚିଟ୍ଟାଗଙ୍ଗ ଓ କକ୍ସବଜାରଠାରେ ଅନୁଷ୍ଠିତ ହୋଇ ଯାଇଛି ଏଏଫସି ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ। ପ୍ରତିଯୋଗିତାର ଏହି ୭ମ ସଂସ୍କରଣରେ ବିଜୟ ମୁକୁଟ ପିନ୍ଧିଛି...
- Advertisement -

EDITOR PICKS