admin
ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର
ଛତ୍ରପୁର: ଛତ୍ରପୁରର ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ ଟ୍ୟାଙ୍କର। ଛତ୍ରପୁର ନିକଟସ୍ଥ ହୁମୁରି ତାମ୍ପରାଠାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘନ କୁହୁଡ଼ି ପାଇଁ ଏଭଳି ଘଟିଥିବା କହିଛନ୍ତି ସାମାନ୍ୟ ଆହତ...
ମାଗଣାରେ ନୁହେଁ, ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ : ସାଂସଦ ଅପରାଜିତା...
ଭୁବନେଶ୍ବର: ରାଜଧାନୀର ବିଭିନ୍ନ ବସ୍ତି, ରେଳଷ୍ଟେସନ, ବସଷ୍ଟାଣ୍ଡ, ମନ୍ଦିର ପାର୍ଶ୍ବବର୍ତ୍ତୀ ଅଞ୍ଚଳ, ବଜାରରେ ଭୋକିଲା ରହୁଥିବା ଲୋକଙ୍କୁ ମାଗଣାରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଜାନୁଆରି ୮ରେ ଏକ ଟ୍ରଷ୍ଟ ଅନ୍ନପୂର୍ଣ୍ଣାକୁ ଲୋକାର୍ପିତ...
ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଳକର ସିକିରି ଗ୍ରାମରେ ବାରାହା ଆକ୍ରମଣ, ୮ଆହତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ବାରାହା ଆକ୍ରମଣ। ଜିଲ୍ଲାର ହିଞ୍ଜିଳି ବ୍ଳକର ସିକିରି ଗ୍ରାମରେ ବାରାହା ଆକ୍ରମଣ କରିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ଜଣା ପଡିଛି। ଆହତଙ୍କୁ ପ୍ରଥମେ ହିଞ୍ଜିଳି ପରେ...
ବାହାଘର ପ୍ରସେସନ୍ ଉପରେ ଲାଗୁ କରାଯାଇଥିବା କଟକଣାକୁ ପ୍ରତ୍ୟାହାର କଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବାହାଘର ଓ ଅନ୍ତିମ ସଂସ୍କାର ନେଇ ପୂର୍ବରୁ ଜାରି କରାଯାଇଥିବା ଗାଇଡଲାଇନରେ କେତେକ ପରିବର୍ତ୍ତନ କରାଯାଇଛି। ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ତଥା ଅତିରକ୍ତ ଶାସନ...
‘ପରୀ’ ହତ୍ୟା ମାମଲା : ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ମାଗିଲା...
କଟକ : ହାଇକୋର୍ଟରେ ନୟାଗଡ ‘ପରୀ’ ହତ୍ୟା ମାମଲା । ଷ୍ଟାଟସ୍ ରିପୋର୍ଟ ଦାଖଲ ପାଇଁ ଏସଆଇଟି ଅଧିକ ସମୟ ମାଗିଲା । ଡିସେମ୍ବର ୧୬ରେ ଦାଖଲ ହୋଇଥିବା ଷ୍ଟାଟସ୍ ରିପୋର୍ଟ ଖୋଲାଯାଇଥିବା ଜଣାପଡିଛି...
ଥରେ ଏହି ୩ ଟି କାମ କର ଯାହାଙ୍କୁ ଭଲ ପାଉଛ ତୁମକୁ ଛାଡ଼ି...
ଭୁବନେଶ୍ବର : ଏହି ଦୁନିଆରେ ଥିବା ସମସ୍ତ ମଣିଷ ନିଜ ଜୀବନରେ କାହାକୁ ନା କାହାକୁ ନିଶ୍ଚୟ ଭଲ ପାଇଥିବେ । ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କୁ ବାନ୍ଧି...
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୨୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୯୪ ଜଣ ସ୍ଥାନୀୟ ସଂକ୍ରମିତ...
ଆଜି ଭୁବନେଶ୍ୱରରେ ପହଞ୍ଚିବ କରୋନା ଭ୍ୟାକ୍ସିନ୍
ଭୁବନେଶ୍ବର : ଦେଶରେ ଆସନ୍ତା ୧୬ ତାରିଖରୁ କରୋନା ଟୀକାକରଣ ଆରମ୍ଭ ହେଉଥିବାବେଳେ ଆଜିଠାରୁ ଦେଶର ବିଭିନ୍ନ ରାଜ୍ୟକୁ ଟିକା ଯୋଗାଣ ଆରମ୍ଭ ହୋଇଛି । ଆଜି ଅପରାହ୍ଣ ୪ଟା ୨୦ ସୁଦ୍ଧା...
ଛତିଶଗଡର ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ବରିଷ୍ଠ ଆଇଏଏସ ସୁବ୍ରତ ସାହୁ
ଭୁବନେଶ୍ୱର : ୧୯୯୨ ବ୍ୟାଚ୍ର ବରିଷ୍ଠ ଅଧିକାରୀ ଆଇଏଏସ୍ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ଼ର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ତୁଲାଇବେ। ମୁଖ୍ୟ ଶାସନ ସଚିବ ଅମିତାଭ ଜୈନ...
ଆଜିଠାରୁ ପାରାଦୀପରେ ଆରମ୍ଭ ହେଲା ଦୁଇ ଦିନିଆ ସମରାଭ୍ୟାସ ‘ସି ଭିଜିଲ’
ପାରଦୀପ : ପାରଦୀପ ଉପକୂଳରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସି ଭିଜିଲ । ଭାରତୀୟ ନୌସେନା, କୋଷ୍ଟଗାର୍ଡ ସମେତ ୧୮ଟି ସାମୁଦ୍ରିକ ଥାନାର କର୍ମଚାରୀ ଏହି ସମରାଭ୍ୟାସରେ ସାମିଲ...