Home ରାଜ୍ୟ ୫୦ବର୍ଷୀୟ ମାତାଲିର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ; ଥାନରେ ଅଭିଯୋଗ, ଅଭିଯୁକ୍ତ ଗିରଫ !

୫୦ବର୍ଷୀୟ ମାତାଲିର ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ; ଥାନରେ ଅଭିଯୋଗ, ଅଭିଯୁକ୍ତ ଗିରଫ !

 

ଅନୁଗୁଳ: କାମ ଦେଉନି ସରକାରଙ୍କ କୋଠର ଦୁଷ୍କର୍ମ ଆଇନ । ପୁଣି ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ଆସିଛି । ଗତକାଲି ଅନୁଗୁଳ ଜିଲ୍ଲା ବନ୍ତାଳ ଥାନରେ ଏପରି ଦୁଷ୍କର୍ମ ଅଭିଯୋଗ ହୋଇଛି । ଗାଁରେ ନିଜ ସାଙ୍ଗ ସହ ୫ବର୍ଷର ନାବାଳିକା ଖେଳୁଥିବା ବେଳେ ଜଣେ ୫୦ବର୍ଷୀୟ ମାତାଲିର ଦୁଷ୍କର୍ମ କରିଛି । ଖବର ପାଇଁ ପୋଲିସ ପହଂଚି ଅଭିଯୁକ୍ତକୁ ଗିରଫ କରିବା ସହ ନାବାଳିକାକୁ ନାକ୍ତରୀ ମାଇନା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେବା ସହ ଥାନାରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା । ଥାନା ଅଧିକାରୀ ଦୁଷ୍କର୍ମକାରୀଙ୍କୁ କୋଠର ଦଣ୍ଡ ପ୍ରତିଶ୍ରୁତି ଦେବା ପରେ ଉତେଜନା ହ୍ରାସ ପାଇଥିଲା । ରାଜ୍ୟ ତମାମ ଏପରି ଦୁଷ୍କର୍ମ ବଢୁଥିବା ବେଳେ ସରକାରଙ୍କ କୋଠର ଆଇନକୁ ବେଖାତିକ କରୁଛନ୍ତି ଅସଭ୍ୟ ମଣିଷ । ଯାହାକୁ ନେଇ ଚିନ୍ତାରେ ବୁଦ୍ଧିଜୀବୀ ଜନତା ।