Home Uncategorized ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର !

ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର !


ସୋର: ବାଇକକୁ ଧକ୍କା ଦେଲା ଟ୍ରକ । ଫଳରେ ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ ପ୍ରଶାନ୍ତ ପରିଡା, ଗୁରୁତର ଜଣଙ୍କ ହେଲେ କାଳିଆ ରାଉତ । ଏଭଳି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଅଙ୍ଗୁଳା ଛକ ନିକଟରେ । ତେବେ ଟ୍ରକଟି ବାଗୁଡି ପଥର ଧରି ଆସୁଥିବା ବେଳେ ବାଂକକକୁ ଧକ୍କା ଦେଇଥିଲା । ଯାହା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ତାଙ୍କ ସାଙ୍ଗରେ ଥିବା ଅନ୍ୟଜଣେ ଗୁରତର ଆହତ ହୋଇ ସୋର ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଘଟଣାକୁ ନେଇଘଟଣା ସ୍ଥଳରେ ସ୍ତାନୀୟ ଲୋକେ ଟାୟାରଜାଳି ରାସ୍ତା ଅବରୋଧ କରିଥିବା ଜଣାପଡିଛି ।