କଟକ: କଟକର ବଜ୍ରକବାଟି ମୁଖ୍ୟ ଡ୍ରେନ୍ ଭୁଷୁଡ଼ି ପଡ଼ିଛି। ଡ୍ରେନ୍ ଭୁଷୁଡ଼ିବା ଯୋଗୁଁ ୩ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଏହି ଡ୍ରେନଟି ବଜ୍ରକବାଟିରୁ ରାଣୀହାଟ ଦେଇ ଯାଇଥିଲା।
ତ୍ରୃଟିପୂର୍ଣ୍ଣ କାମ ଯୋଗୁଁ ଡ୍ରେନଟି ଭୁଷୁଡ଼ିଥିବା ସୂଚନା ମିଳିଛି

Sign in to your account
Comment