ରାଜ୍ୟରେ ୪ର୍ଥ କରୋନା ମୃତ୍ୟୁ

Odisha Hot News
0 Min Read

ବ୍ରହ୍ମପୁର – ସୁରଟ ଫେରନ୍ତା ପ୍ରବାସୀ ଓଡିଆଙ୍କ ଯୋଗୁ ରାଜ୍ୟରେ ଗଞ୍ଜାମ ଜିଲାର ଚିତ୍ର ଏବେ ଦିନକୁ ଦିନ ବଦଳିବାରେ ଲାଗିଛି। ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଶନିବାର ଆଉ ଜଣେ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେ ଜଣେ ସୁରଟ ଫେରନ୍ତା। ତାଙ୍କ ବୟସ ୩୮ ବୋଲି ଶୀତଲାପଲ୍ଲୀ କୋଭିଡ ହସ୍ପିଟାଲର ଅଥରାଇଜଡ୍‌ ଅଫିସର ଡା. ଉମାଶଙ୍କର ମିଶ୍ରଙ୍କଠାରୁ ସୂଚନା ମିଳିଛି।

Share This Article