ଭୁବନେଶ୍ବର : ଖାକିରେ ଲାଗିଲା କଳଙ୍କର ଛିଟା । କ୍ୟାପିଟାଲ ଥାନାର କାର୍ଯ୍ୟରତ ଏଏସଆଇଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ। ବିବାହାର ପ୍ରଲୋଭନ ଦେଖାଇ ଏଏସଆଇ ଜଣକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ମହିଳା ଥାନାରେ ଯୁବତୀ ଜଣକ ଏଏସଆଇଙ୍କ ନାମରେ ଏତଲା ମଧ୍ୟ ଦାୟର କରିଥିଲେ । ଏହି ଘଟଣାରେ କମିଶନରେଟ ପୋଲିସ କାର୍ଯ୍ୟନୁଷ୍ଠାନ ନେଇ ଏଏସଆଇଙ୍କୁ ନିଲମ୍ବିତ କରିଛି।
ଖାକିରେ ଲାଗିଲା ଦୁଷ୍କର୍ମର କଳଙ୍କ ଛିଟା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- antibiotics online on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
