ବାରିପଦା : ସମାଜରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ଗୁରତ୍ୱପୂର୍ଣ୍ଣ । ପିଲାମାନଙ୍କୁ ଶିକ୍ଷା ଦାନ କରି ସେମାନଙ୍କୁ ଏକ ସୁ ନାଗିରିକ ଗଢିବା ତୋଳିବା ପାଇଁ ଦାୟିତ୍ୱ ଦିଆଯାଇଛି । ଯଦି ଶିକ୍ଷକମାନେ ନିଜର କର୍ତ୍ତବ୍ୟ, ଦାୟିତ୍ୱ ଭୁଲିଯାଇ କୁକମାର୍୍୍ୟ କରିବେ ତାହେଲେ ଦେଶର ପିଲାମାନଙ୍କ ଭବିଷ୍ୟତ ଅନ୍ଧାରରେ ରହିଯିବ । ଏବେ ଦିନକୁ ଦିନ କେତେଜଣ କାପୁରୁଷ ଶିକ୍ଷକ ମାନଙ୍କ ପାଇଁ ଝିଅମାନେ ପାଠ ପଢିବା ବନ୍ଦ ହୋଇଯାଇପାରେ । ତେବେ ସେମିତି ଜଣେ ଶିକ୍ଷକଙ୍କ ସହ ପିଅନଙ୍କ କାରନାମା ଦେଖିବାକୁ ମିଳିଛି । ତେବେ ଜଣେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ଓ ପିଅନ ଅଦାଚରଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ । ଅଭିଯୁକ୍ତ ପିଅନଙ୍କ ନାଁ ରବୀନ୍ଦ୍ର ସାହୁ। ସୂଚନା ଅନୁଯାୟୀ, ଗତ ଶନିବାର ଦିନ ରବୀନ୍ଦ୍ର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ। ଛାତ୍ରୀ ଜଣଙ୍କ ଏକଥା ଘରେ କହିଥିଲେ। ଏହି ଘଟଣାକୁ ନେଇ ଆଜି ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଜି ସ୍କୁଲ୍ ଖୋଲିବା ପରେ ଗ୍ରାମବାସୀ ପହଞ୍ଚି ପ୍ରଧାନଶିକ୍ଷକ ଓ ପିଅନ ରବୀନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ରବୀନ୍ଦ୍ରଙ୍କୁ ଉଦ୍ଧାର କରିଥିଲାସେପଟେ ଏହି ଘଟଣାର ପ୍ରତିବାଦ କରି ଉତ୍ୟକ୍ତ ଲୋକେ ବୈଶିଙ୍ଗା-ମାଣତ୍ରୀ ରାସ୍ତା ଅବରୋଧ କରିଥିବା ଜଣାପଡିଛି ।
ଛାତ୍ରୀଙ୍କୁ ଅସଦାଚରଣ କରିବା ପଡିଲା ମହଙ୍ଗା, ଗ୍ରାମବାସି ଆସିଲେ ପିଅନଙ୍କୁ ନିସ୍ତୁକମାଡ ମାରିଲେ!
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.