ବର୍ତ୍ତମାନ ସମୟରେ କର୍ମମୟ ଜୀବନରେ ଲୋକେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇ ପାରୁ ନାହାନ୍ତି। ଭୋକ ଲାଗିଲେ ଯାହା ମିଳୁଛି ତାହା ଖାଇ ଦେଉଛନ୍ତି। ଫଳରେ ପେଟ ରୋଗ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପେଟ ଠିକ୍ ଭାବେ ସଫା ନ ହେବା ପେଟ ରୋଗର ଏକ ବଡ଼ କାରଣ। ପେଟ ଠିକ୍ ଭାବେ ସଫା ନ ହେବା ଫଳରେ ଅମ୍ଳ, ପେଟ ଜଳିବା, ପେଟ ମୋଡ଼ି ହେବା, ଆମ୍ବିଳା ହେକୁଟି ହେବା ଭଳି ସସମ୍ୟା ଦେଖାଯାଏ। କେତେକ ଲୋକ ଏଥିରୁ ମୁକ୍ତି ପାଇବା ଲାଗି ଔଷଧ ଏବଂ ବିଭିନ୍ନ ଚୂର୍ଣ୍ଣର ମଧ୍ୟ ସାହାର ନେଉଛନ୍ତି। କିନ୍ତୁ ଆମେ ଆଜି ଆପଣଙ୍କୁ ଏମିତି କିଛି ଖାଦ୍ୟ ସମ୍ପର୍କରେ ଜଣାଉଛୁ ଯେଉଁଥିରେ ଭରପୂର ମାତ୍ରାରେ ତନ୍ତୁ ରହିଛି। ଏହାକୁ ଆପଣ ନିଜ ଡାଏଟ୍ରେ ସାମିଲ କରି ପେଟ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇପାରିବେ।
ପେଟ ସଫା ରଖିବା ଲାଗି ଖାଆନ୍ତୁ ଏସକୁ ସ୍ନାକ୍ସ

- Advertisement -
Comment