ରାଉରକେଲା : ରାସ୍ତାପାର ହେଉଥିବା ବେଳେ ବାପା,ପୁଅଙ୍କୁ ପିଟି ଦଲୋ ଟ୍ରକ । ଫଳରେ ଘଟଣା ସ୍ଥଳରେ ହିଁ ବାପା ଓ ପୁଅର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ ଶମ୍ବୁନାଥ ସେଠୀ ଓ ମୁନା ସେଠୀ ।ଏଭଳି ଦୁଖଃଦ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବାଲୁଘାଟ ନିକଟରେ । ସୂଚନା ମୁାବକ, ଗତକାଲି ରାତି ପ୍ରାୟ ୧୨ଟା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଟ୍ରକ୍ ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ ଆଉ ଏକ ଟ୍ରକ୍ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା।ସେପଟେ ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ରାସ୍ତାରୋକ କରାଯାଇଛି।
ଟ୍ରକ ଧକ୍କାରେ ବାପା,ପୁଅ ମୃତ !
- Advertisement -
Stay Connected
Comment
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
- linezolid 600 mg tablet on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
- mirtazapine 15 mg tablet price on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.