ନୂଆଦିଲ୍ଲୀ, ୨୭/୧୧: ନାସାର ‘ମାର୍ସ ଇନସାଇଟ୍ ଲେଣ୍ଡର’ ରୋବୋଟିକ୍ ଯାନ ମଙ୍ଗଳ ଗ୍ରହରେ ପହଞ୍ଚିଛି । ଏହି ଇନସାଟ୍ ମଙ୍ଗଳ ଗ୍ରହର ନିର୍ମାଣ ବିଷୟରେ ଅନୁଧ୍ୟାନ କରି ପୃଥିବୀ ସହ ଏହାର ପାର୍ଥ୍ୟକତା ବିଷୟରେ ଅନୁମାନ ଲଗାଇବ । ମଙ୍ଗଳରେ ପହଂଚିବାକୁ ଏହାକୁ ୬ମାସ ସମୟ ଲାଗିଥିଲା । ୪୮.୨ କୋଟି କିମି ଅତିକ୍ରମ କରିବା ପରେ ଏହି ଯାନ ନିଜ ଲକ୍ଷ ପଥରେ ପହଂଚି ପାରିଛି । ଏହି ଯାନକୁ ମେ’ ୫ରେ ଛଡ଼ାଯାଇଥିଲା
ମଙ୍ଗଳରେ ପହଞ୍ଚିଲା ‘ମାର୍ସ ଇନସାଇଟ୍ ଲେଣ୍ଡର’
Leave a Comment
Leave a Comment
- Advertisement -
Stay Connected
Comment
- antibiotics online on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- buy antibiotics on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- dutasteride topical on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- tetracycline 500mg capsules on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- diflucan for yeast uti on ଦୁର୍ବୃତ୍ତ ଦୁଇ ମନ୍ଦିରରେ ବୁଲାଇଲେ କଳାକନା
