ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଛତାବର ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ତିନିଟା ବେଳେ ଏକ ଦଶ ଚକିଆ ଦିଆସିଲି ବୋଝେଇ ଟ୍ରକ୍ରେ ନିଆଁ ଲାଗି ଯାଇଥିଲା। ହେଲେ ଟ୍ରକ୍ ଡ୍ରାଇଭର ଏବଂ ହେଲପର୍ ସୁରକ୍ଷିତ ଅଛନ୍ତି। ଟ୍ରକରେ ନିଆଁ ଲାଗିଥିବା ବିଷୟରେ ଜାଣି ପାରି ଚାଳକ ଜାତୀୟ ରାଜପଥ କଡ଼ରେ ଗାଡ଼ିଟିକୁ ରଖି ଦେଇଥିଲେ। ରାତିରେ ପାଟ୍ରୋଲିଂ କରୁଥିବା ଭଣ୍ଡାରିପୋଖରୀ ପୁଲିସ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଟ୍ରକଟି ସମ୍ପୂର୍ଣ୍ଣ ଜଳିଯିବା ସହ ଏହା ତାମିଲନାଡ଼ୁରୁ କୋଲକତା ଯାଉଥିଲା ବୋଲି ସୂଚନା ମିଳିଛି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.