ଭୁବନେଶ୍ୱର : ନିର୍ବଚନ ତାରିଖ ଘୋଷଣା ପରେ ଆରମ୍ଭ ହେଇଯାଇଛି ଭୋଟରମାନଙ୍କୁ ଆକୃଷ୍ଟ କରିବା ବିଭିନ୍ନ ପ୍ରକାର କୌଶଳ । ଏବେ ଲୋକମାନଙ୍କ ପାଇଁ ଆଶାବାଦୀ ପାର୍ଥୀମାନେ ସାଧାରଣ ସଭା, ରୋଡ ସୋ, ରାଲି ସବୁ କରୁଛନ୍ତି । କିନ୍ତୁ ନିର୍ବାଚନକୁ ଆଖି ଆଗରେ ରଖି କମିସନରେଟ ପୋଲିସ କିଛି ଆଡଭାଇଜରି ଜାରି କରିଛି । ୧- ନିର୍ବାଚନ ରାଲିରେ କେତେ ଗାଡି ଓ କେତେ ଲୋକ ଅଛନ୍ତି ସେ ନେଇ ପୋଲିସକୁ ଆଗୁଆ ପାର୍ଥୀମାନଙ୍କୁ ସୂଚନା ଦେବାକୁ ପଡିବ । ୨- ୧୦ରୁ ଅଧିକ ଗାଡି ରାଲିରେ ବ୍ୟବହାର କରିବେ ନାହି, ଯଦି ୧୦ ରୁ ଅଧିକ ଗାଡି ରାଲିରେ ବ୍ୟବହାର ହୁଏ ତାହାଲେ ୧୦୦ ମିଟର ବ୍ୟବଧାନରେ ଗାଡି ରଖାଯିବ । ୩- ରାଲି ହେଉଥିବା ବେଳେ ରାସ୍ତାର ଅଧା ଭାଗ ସାଧାରଣ ଲୋକଙ୍କ ଯିବା ଆସିବାକୁ ରହିବ । ରାଲି ରାସ୍ତା ଅଧାରୁ ଅଧିକ କଭର କରିବେନି । ୪- ରାଲିରେ ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ବାଣ ଫୁଟାଇବା ଉପରେ ସଂମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ୫- ଲାଉଡ ସ୍ପିକର ବ୍ୟବହାର କରାଯିବ । ୬- ଋାଲିରେ ସ୍କୁଲ ପିଲାଙ୍କୁ ସାମିଲ କରାଯିବ ନାହିଁ । ୭- ୬ ଫୁଟ ଚଉଡା ଓ ୪ ଫୁଟ ଲମ୍ବର ସର୍ବାଧିକ ବ୍ୟାନର କରିପାରିବେ ପାର୍ଥୀ । ୮- ଋାଲିର କୌଣସି ପ୍ରକାର ବାଡି ଓ ଲାଠିର ବ୍ୟବହାର କରିପାରିବେ ନାହିଁ ।
ନିର୍ବାଚନ ପାଇଁ କମିସନରେଟ ପୋଲିସ ଜାରି କଲା ଆଡଭାଇଜରି
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.