ଭୁବନେଶ୍ୱର : ପୂର୍ବରୁ ସହିଦଙ୍କ ପରିବାର ପିଛା ୧୦ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳ । କିନ୍ତୁ ବତ୍ତମାନ ସହାୟତା ରାଶି ୨୫ଲକ୍ଷକୁ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁଯାଇ ଜାମ୍ମୁକାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ଦୁଇ ବୀରପୁତ୍ର ସହିଦ ମନୋଜ ବେହେରା ଓ ସହିଦ ପ୍ରସନ୍ନ ସାହୁ । ସେମାନଙ୍କ ପିଲାମାନଙ୍କ ପାଠ ପଢା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । କଟକ ନିଆଳି ରତନପୁର ସହିଦ ମନୋଜ ବେହେରାଙ୍କ ଗାଁକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ଓ ଜଗତସଂହପୁରର ସହିଦ ପ୍ରସନ୍ନ ସାହୁଙ୍କ ନାଉ ଗାଁ ପାରିଶିଖରକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସହିଦଙ୍କ ନାଁରେ ତାଙ୍କ ଗ୍ରାମରେ ବିଦ୍ୟାଳୟ ନାମିତ କରିବାକୁ ମଧ୍ୟ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।
ସହିଦଙ୍କ ପରିବାରକୁ ୨୫ଲକ୍ଷର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ !
Leave a Comment
Leave a Comment
- Advertisement -
Stay Connected
Comment
- amoxicillin on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- zoloft generic on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
