ବରଗଡ଼ : ବରଗଡ଼ ଜିଲ୍ଲାରେ ଏଏନଏମ ଓ ଜିଏନଏମ ନିଯୁକ୍ତରେ ବ୍ୟାପକ ଅନିୟମିତତା । ଆଜି ଏଏନଏମ ଓ ଜିଏନଏମ ଛାତ୍ରଛାତ୍ରୀ ଓ ଅଭିବାବକମାନେ ଡିଆରଡିଏ କାର୍ଯ୍ୟାଳୟକୁ ଘେରାଉ କରିଛନ୍ତି । କାରଣ ଛାତ୍ର ଛାତୀଙ୍କୁ ନିଯୁକ୍ତି ଦିଆଯିବା ବଦଳରେ ଅନ୍ୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରତିବାଦରେ ଡିଆରଡିଏ କାର୍ଯ୍ୟଳୟ ଘେରାଉ କରାଯାଇଛି । ସେପଟେ ବରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ଓ ଜିଲ୍ଲାପାଳ ପରିଦେ ଅଧ୍ୟକ୍ଷା ମୁକ୍ତା ସାହୁ ଆନ୍ଦୋଳନସ୍ଥଳକୁ ପହଞ୍ଚି ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ସହ ଆଲୋଚନାକରି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ, ଯିଏ ଦୋଷୀ ତାଙ୍କ ବପିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯିବା ସହ ନିଯୁକ୍ତି ପରୀକ୍ଷା ପୁନଃ କରିବା ଏବଂ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ ବୋଲି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି ।
ବରଗଡ଼ ଜିଲ୍ଲାରେ ନିଯୁକ୍ତିକୁ ନେଇ ଛାତ୍ର ଅସନ୍ତୋଷ !
- Advertisement -
Stay Connected
Comment
- diflucan pill on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍
- vibramycin for sinus infection on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- doryx price on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- prevacid otc generic on ଗଛରୁ ଯୁବ ଦୋକାନୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
- allopurinol 300 mg on ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ଟ୍ରଲର୍

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.