ଯୁକ୍ତ ଦୁଇରେ ଗତ ବର୍ଷ ଭଳି ହେବ ତ୍ରୈମାସିକ ପରୀକ୍ଷା – Fast News Network

Odisha Hot News
1 Min Read

[ad_1]

ଭୁବନେଶ୍ୱର: ଏଥର ଯୁକ୍ତ ଦୁଇରେ ଗତ ବର୍ଷ ଭଳି ତ୍ରୈମାସିକ ବା କ୍ଵାଟର ଏଣ୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜୁନ ୧୮ ରୁ କଲେଜ୍ ଖୋଲିଥିଲେ ସୁଦ୍ଧା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କ୍ଵାଟର ଏଣ୍ଡ ପରୀକ୍ଷା ହେବ ନା ନାହିଁ ସ୍ପଷ୍ଟ କରିନଥିଲା । ଫଳରେ ପିଲାମାନେ ଚିନ୍ତାରେ ଥିଲେ । ଆଜି ବିଭାଗ ପକ୍ଷରୁ ସ୍ପଷ୍ଟ କରାଗଲା । ଥିଓରୀ ପାଇଁ ୨୦ ଓ ପ୍ରାକ୍ଟିକାଲ ପାଇଁ ୧୦ ମାର୍କ ର ପରୀକ୍ଷା ହେବ। ପରୀକ୍ଷା ଡେଟ ଘୋଷଣା କରିବ ସିଏଏସଇ ।

[ad_2]

Source link

Share This Article