ଭଦ୍ରକ: ଭଦ୍ରକ ଜିଲା ଆଗରପଡ଼ାରେ ବିଜେଡ଼ି ପକ୍ଷରୁ ପୂର୍ବତନ ମୁଖ୍ୟ ମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ନୂଆ ବସ୍ଷ୍ଟାଣ୍ଡ ଠାରେ ଥିବା ବିଜୁଙ୍କ ପ୍ରତିମୂର୍ତ୍ତୀରେ ବହୁ ବିଷିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ ଦାସ, ରାମଚନ୍ଦ୍ର ନାୟକ, ସରପଂଚ ସୂଭଦ୍ରା ସିଂହ, ସପନ ସିଂହ, ସରପଂଚ ବିନୋଦିନୀ ମହାନ୍ତି, ସାଂସଦ ପ୍ରତିନିଧି ଶ୍ରୀନାଥ ମହାନ୍ତି, ସରପଂଚ ନିହାର ରଂଜନ ପଣ୍ଡା, ଅଶୋକ ପାଣିଗ୍ରାହୀ, ସରପଂଚ ପ୍ରକାଶ ବିଶ୍ୱାଳ ,ଜଇନୁଲ ଆବେଦିନ,ଉପେନ୍ଦ୍ର ପତି,ନନ୍ଦ କିଶୋର ନାୟକ,ସୁରେଶ ପୃଷ୍ଟି ପ୍ରମୁଖ ଯୋଗ ଦେଇ ବିଜୁଙ୍କ ବହୁମୂଖୀ ପ୍ରତିଭା ସଂପର୍କରେ ଆଲୋକପାତ କରିଥିଲେ ।
Share on: WhatsApp
ଆଗରପଡ଼ାରେ ବିଜୁବାବୁ ଜୟନ୍ତୀ

Comment