Home ରାଜ୍ୟ କରୋନା ମୁକାବିଲା ପାଇଁ ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

କରୋନା ମୁକାବିଲା ପାଇଁ ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ

ପୁରୀ: ଆଜିଠାରୁ ପୁଣି ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ କରୋନା ପାଇଁ ହୋମିଓପାଥି ଔଷଧ । ଆଜି ଓ ଆସନ୍ତାକାଲି ଏହି ଔଷଧ ପୁରୀର ସମସ୍ତ ସେବାୟତଙ୍କ ପରିବାରକୁ ମାଗଣାରେ ଦିଆଯିବ । ଆଜି ପ୍ରଥମ ଦିନରେ ସୁଆର, ପୁଷ୍ପାଳକ, ଦଇତାପତି, ଖଣ୍ଟିଆ ପ୍ରଭୃତି ସେବାୟତଙ୍କୁ ଏହି ଔଷଧ ଦିଆଯିବ । ଏହା ଛଡ଼ା ରଥଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଶ୍ରୀମନ୍ଦିର କର୍ମଚାରୀଙ୍କୁ ମଧ୍ୟ ଔଷଧ ଦିଆଯିବ ।