Home ଦେଶ- ବିଦେଶ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ଅମିତାଭ ବଚ୍ଚନ

ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ଅମିତାଭ ବଚ୍ଚନ

Amitabh Bachchan with Abhishek Bachchan After The Press Confarance at their resident. Aishwariya Rai Bachchan was discharged from the Seven Hills Hospital on Tuesday. *** Local Caption *** "Amitabh Bachchan with Abhishek Bachchan After The Press Confarance at their resident. Aishwariya Rai Bachchan was discharged from the Seven Hills Hospital on Tuesday. Express Photos by Pradip Das , Mumbai, 22/11/11."

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ କରୋନା ପଜିଟିଭ ଜଣା ପଡ଼ିବା ପରେ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସହ ଅଭିଷେକ ବଚ୍ଚନ ମଧ୍ୟ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ସ୍ବାସ୍ଥ୍ୟରେ ସୁଧାର ଆସୁଛି। ଅମିତାଭଙ୍କ ଆରୋଗ୍ୟ ପାଇଁ ପ୍ରଶଂସକ ଲଗାତାର ପ୍ରାର୍ଥନା କରୁଛନ୍ତି। ହସ୍ପିଟାଲରୁ ମଧ୍ୟ ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ଆକ୍ଟିଭ ଅଛନ୍ତି।

ଏବେ ବିଗ୍ ବି ଡାକ୍ତର ଏବଂ ନର୍ସଙ୍କ ନାଁରେ ଏକ ସ୍ପେଶାଲ ପୋଷ୍ଟ ଲେଖି ତାଙ୍କ ଧନ୍ୟବାଦ କରିଛନ୍ତି।

ଏହା ପୂର୍ବରୁ ଅମିତାଭ ବଚ୍ଚନ ସେହି ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଯେଉଁମାନେ ତାଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଥିଲେ। ବିଗ୍ ବି ପୋଷ୍ଟରେ ଲେଖିଥିଲେ ଯେ ସେ ଏହି ପ୍ରେମ ପାଇଁ ଆଭାରୀ ଏବଂ ନତମସ୍ତକ ରହିବେ।